ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ୍

ନୂଆଦିଲ୍ଲୀ: ଆଇପିଏଲର ୧୫ତମ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଏବଂ ଭାରତରେ ଅନୁଷ୍ଠିତ ହେବ । ଏଥର ଏହି ଲିଗ୍ ୧୦ଟି ଟିମକୁ ନେଇ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୬ରୁ ମେ ୨୯ ଯାଏଁ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଏହାଛଡ଼ା ଷ୍ଟାଡିୟମରେ ୪୦ ପ୍ରତିଶତ ଦର୍ଶକଙ୍କୁ ମଧ୍ୟ ଅନୁମତି ଦିଆଯିବ ।…