କିଶନ, ଶ୍ରେୟସଙ୍କ ଧମାକା, ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୬୨ ରନରେ ହରାଇଲା ଭାରତ
ଲକ୍ଷ୍ନୌ: ଆଇପିଏଲ-୨୦୨୨ର ସବୁଠୁ ମହଙ୍ଗା ଖେଳାଳି ଇଶାନ କିଶନ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଭାରତ ଏଠାରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଟି୨୦ରେ ଶ୍ରୀଲଙ୍କାକୁ ୬୨ ରନରେ ହରାଇଛି । ଟି୨୦ ଫର୍ମାଟରେ ଭାରତର ଏହା କ୍ରମାଗତ ଦଶମ ବିଜୟ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଶାନୁରୂପ…