ମହାନଦୀ ପୋଲ ଉପରେ ସଡ଼କ ଦୁର୍ଘଟଣା, ବାଇକ, ସ୍କୁଟିକୁ ଧକ୍କା ଦେଲା କାର, ୧ ମୃତ,୨ ଗୁରୁତର

ବୌଦ୍ଧ :ବୌଦ୍ଧ ମହାନଦୀ ପୋଲଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଓ ସ୍କୁଟିକୁ ଧକ୍କା ଦେଲା କାର୍ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ବୌଦ୍ଧପଟରୁ ରେଢାଖୋଲ ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ କାର ( ଓଡି ୦୨ ବିଏନ ୯୮୮୨ ) ଅପର…

ଟିମ୍ ଇଣ୍ଡିଆକୁ ଧକ୍କା, ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ଦୀପକ ଚହର ବାଦ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଫାଷ୍ଟ ବୋଲର ଦୀପକ ଚହର ହାମଷ୍ଟ୍ରିଂ ସମସ୍ୟା ଯୋଗୁଁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍ ପଡିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଭଲ ଫର୍ମରେ…