ନିର୍ବାଚନ ପ୍ରଚାର କଟକଣା କୋହଳ, ନୂଆ ନିୟମ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ ଆୟୋଗ ନୂଆ ନିୟମ ଜାରି କରିଛନ୍ତି। କୋଭିଡ -୧୯ କାରଣରୁ ଲାଗୁ କରାଯାଇଥିବା କଟକଣା କୋହଳ କରାଯାଇଛି । ଏଣିକି ସୀମିତ ସଂଖ୍ୟକ ଲୋକଙ୍କ ସହ ପଦଯାତ୍ରାକୁ ଅନୁମତି ଦିଆଯାଇଛି| ଏହା ସହିତ, ନିର୍ବାଚନ ପ୍ରଚାର ଉପରେ…