ଏଥର ଜାଗର ପର୍ବରେ ଭକ୍ତଙ୍କୁ ମିଳିବ ଅଧିକ ସୁବିଧା : ମନ୍ଦିର କମିଟି କରୁଛନ୍ତି ଚୂଡ଼ାନ୍ତ ପ୍ରସ୍ତୁତି

ବ୍ରହ୍ମପୁର: ମଙ୍ଗଳବାର ମହାଶିବରାତ୍ରୀ, ପବିତ୍ର ଜାଗର ପର୍ବ। ଗତ ଦୁଇ ବର୍ଷ ହେବ କୋଭିଡ୍ ସଂକ୍ରମଣ ଭୟ ଓ ଆଶଙ୍କା ସାଙ୍ଗକୁ ଲକ୍‌ଡାଉନ୍- ସଟ୍‌ଡାଉନ୍ ଆଦି ଯାବତୀୟ କଟକଣା ହେତୁ ଜାଗର ପର୍ବ ନିରାଡ଼ମ୍ବର ଭାବେ ପାଳିତ ହୋଇ ଆସୁଥିଲା। କେବଳ ମନ୍ଦିର ଭିତରେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା…