ରୁଷ୍-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

କିଭ୍: ୟୁକ୍ରେନ ଉପରେ ସୋମବାର ପଞ୍ଚମ ଦିନ ମଧ୍ୟ ରୁଷର ବୋମା ବର୍ଷଣ ଜାରି ରହିଛି। ଯୁଦ୍ଧ ଶେଷ କରିବାକୁ ଉଭୟ ଦେଶ ବେଲାରୁଷରେ ଆଲୋଚନା ଆରମ୍ଭ କରିଛନ୍ତି। କଥାବାର୍ତ୍ତା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି କହିଛନ୍ତି , "ଏହି କଥାବାର୍ତ୍ତା ସଫଳ ହେବ ବୋଲି ଆମେ ଆଶା…

ରୁଷ୍ ଆକ୍ରମଣରେ ଧ୍ବଂସ ହୋଇଗଲା ବିଶ୍ଵର ସବୁଠୁ ବଡ଼ ବିମାନ ‘ମ୍ରିୟା’, ଜାଣନ୍ତୁ କିଭଳି ସ୍ବତନ୍ତ୍ର ଥିଲା…

କିଭ୍: ରୁଷ୍ ଆକ୍ରମଣରେ ଦୁନିଆର ସବୁଠୁ ବଡ଼ ବିମାନ ଆଣ୍ଟୋନୋଭ ୨୨୫ ଧ୍ୱଂସ ହୋଇଯାଇଛି। ୟୁକ୍ରେନ ପ୍ରତିରକ୍ଷା କମ୍ପାନୀ ୟୁକ୍ରୋବୋରନୋପ୍ରୋମ୍ ଏହି ସୂଚନା ଦେଇଛି | ଏହା ଏକ କାର୍ଗୋ ବିମାନ ଥିଲା ଯାହା 'ମ୍ରିୟା' ନାମରେ ପରିଚିତ ଥିଲା | ସୂଚନାନୁସାରେ, ଯୁଦ୍ଧର ଚତୁର୍ଥ ଦିନରେ ରୁଷର ସେନା ଏହି…