ରୁଷ୍-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ
କିଭ୍: ୟୁକ୍ରେନ ଉପରେ ସୋମବାର ପଞ୍ଚମ ଦିନ ମଧ୍ୟ ରୁଷର ବୋମା ବର୍ଷଣ ଜାରି ରହିଛି। ଯୁଦ୍ଧ ଶେଷ କରିବାକୁ ଉଭୟ ଦେଶ ବେଲାରୁଷରେ ଆଲୋଚନା ଆରମ୍ଭ କରିଛନ୍ତି। କଥାବାର୍ତ୍ତା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି କହିଛନ୍ତି , "ଏହି କଥାବାର୍ତ୍ତା ସଫଳ ହେବ ବୋଲି ଆମେ ଆଶା…