ଏଥର ଜାଗର ପର୍ବରେ ଭକ୍ତଙ୍କୁ ମିଳିବ ଅଧିକ ସୁବିଧା : ମନ୍ଦିର କମିଟି କରୁଛନ୍ତି ଚୂଡ଼ାନ୍ତ ପ୍ରସ୍ତୁତି

ବ୍ରହ୍ମପୁର: ମଙ୍ଗଳବାର ମହାଶିବରାତ୍ରୀ, ପବିତ୍ର ଜାଗର ପର୍ବ। ଗତ ଦୁଇ ବର୍ଷ ହେବ କୋଭିଡ୍ ସଂକ୍ରମଣ ଭୟ ଓ ଆଶଙ୍କା ସାଙ୍ଗକୁ ଲକ୍‌ଡାଉନ୍- ସଟ୍‌ଡାଉନ୍ ଆଦି ଯାବତୀୟ କଟକଣା ହେତୁ ଜାଗର ପର୍ବ ନିରାଡ଼ମ୍ବର ଭାବେ ପାଳିତ ହୋଇ ଆସୁଥିଲା। କେବଳ ମନ୍ଦିର ଭିତରେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା…

ଶେଷ ହେବ ଯୁଦ୍ଧ? ରୁଷ ସହ‌ କଥାବାର୍ତ୍ତା ପାଇଁ ରାଜି ହେଲା ୟୁକ୍ରେନ

ମସ୍କୋ: ରୁଷ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ କ୍ରମାଗତ ଭାବେ ନୂଆ ଅଞ୍ଚଳକୁ ବ୍ୟାପୁଛି। କିଭ୍ ଏବଂ ଖାର୍କିଭରେ ରୁଷ ଏବଂ ୟୁକ୍ରେନ ସୈନ୍ୟ ମଧ୍ୟରେ ଲଢ଼େଇ ଚାଲିଛି। ଏହି ସମୟରେ ୟୁକ୍ରେନ ବେଲାରୁଷର ରାଜଧାନୀ ମିଙ୍କ୍ସରେ ରୁଷ ସହିତ କଥାବାର୍ତ୍ତା କରିବାକୁ ରାଜି ହୋଇଛି। ରୁଷର ଗଣମାଧ୍ୟମ…

ଭଲ ପାଇବା ପାଇଁ ଓଡ଼ିଶାବାସୀଙ୍କୁ ପ୍ରଣାମ କଲେ ବିଜେଡି ସାଂଗଠନିକ ସଂପାଦକ

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ଏକତରଫା ସଫଳତା ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ମହାପ୍ରଭୁ ଓ ଓଡ଼ିଶାବାସୀଙ୍କୁ ଶତ ଶତ ପ୍ରଣାମ କରିଛନ୍ତି ପ୍ରଣବ । ବିଜେଡି ଏକ ଦଳ ନୁହେଁ , ଏହା ଏବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସେ…

ୟୁକ୍ରେନ ଫେରନ୍ତା ଓଡ଼ିଆଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର-ୟୁକ୍ରେନ ଫେରନ୍ତା ଓଡ଼ିଆଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନ୍‌ରୁ ଫେରିଥିବା ଓଡ଼ିଆଙ୍କୁ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ଆଶ୍ବାସନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ,…

୭୫୦ରୁ ଅଧିକ ଆସନ ଅକ୍ତିଆର କରିବ ବିଜେଡି

ଭୁବନେଶ୍ୱର - ପଞ୍ଚାୟତ ନିର୍ବାଚନ ରେ ଏକତରଫା ଓ ବିରାଟ ବିଜୟ ନିଶ୍ଚିତ କରିଛି ବିଜେଡି । ବିରୋଧୀ ଙ୍କୁ କୈ।ଣସି ସୁଯୋଗ ଦେଇନାହିଁ ବିଜେଡି । ଆଜି ତୃତୀୟ ଦିନ ଭୋଟ ଗଣତି ଚାଲିଛି । ଏ ଯାଏ ମିଳିଥିବା ଟ୍ରେଣ୍ଡରେ ଆଗରେ ରହିଛି ବିଜେଡି । ବିଜେଡି ୭୫୦ ଆସନରେ ବିଜୟୀ/ଆଗୁଆ ରହିଛି । ବିଜେପି…

ଭାରତୀୟ ଛାତ୍ରଙ୍କ ଉପରେ ରାଗ ସୁଝାଉଛି ୟୁକ୍ରେନ, ଦୁର୍ବ୍ୟବହାର କରୁଛନ୍ତି ୟୁକ୍ରେନ ସେନା

ନୂଆଦିଲ୍ଲୀ:ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସେଠାରେ ଫସି ରହିଥିବା କିଛି ଭାରତୀୟ ଡାକ୍ତରୀ ଛାତ୍ର ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ପୋଲାଣ୍ଡ ନିକଟରେ ଥିବା ୟୁକ୍ରେନ ଚେକପୋଷ୍ଟରେ ସେମାନଙ୍କୁ ୟୁକ୍ରେନର ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରୁଛନ୍ତି ।…