କରୋନା ଅପଡେଟ୍: ଦ୍ରୁତ ଗତିରେ ଖସୁଛି ସଂକ୍ରମଣ, ଦିନକରେ ୧୦,୨୭୩ ମାମଲା, ୨୪୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରସାର ଦ୍ରୁତ ଗତିରେ ହ୍ରାସ ପାଉଛି। ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୭୩ କରୋନା ମାମଲା ରୁଜୁ ହୋଇଛି। ଏହି ସମୟ…

ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର - ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସାରସ୍ଵତ ସାଧକ ତଥା ସ୍ୱାଧୀନତା ସଂଗ୍ରାମୀ ଆଚାର୍ଯ୍ୟ ହରିହର ଦାସଙ୍କ ଆଜି ହେଉଛି ଜୟନ୍ତୀରେ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଚାର୍ଯ୍ୟ ହରିହର ନିଜ ସୃଜନ ସୃଷ୍ଟି ମାଧ୍ୟମରେ ଓଡ଼ିଆ ସାହିତ୍ୟ…

ୟୁକ୍ରେନରେ ଧ୍ବଂସର ତାଣ୍ଡବ ରଚି ଚାଲିଛନ୍ତି ରୁଷ୍ ସେନା, ଉଡ଼ାଇଲେ ଗ୍ୟାସ୍ ପାଇପଲାଇନ୍

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି | ୟୁକ୍ରେନର ଆଭ୍ୟନ୍ତରୀଣ ଅଞ୍ଚଳରେ ରୁଷ ସୈନ୍ୟ ବାହିନୀ ଧ୍ବଂସର ତାଣ୍ଡବ ରଚି ଚାଲିଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭରେ ରୁଷ୍ ସେନା ଏକ ଗ୍ୟାସ୍ ପାଇପଲାଇନକୁ ଉଡ଼ାଇ ଦେଇଛି | ଅନ୍ୟପଟେ ଜର୍ମାନୀ ଏବଂ ଫ୍ରାନ୍ସ…