ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ୧୮,୦୦୦ ଭାରତୀୟ, ଆଡଭାଇଜରୀ ଜାରି କରି ଏଭଳି କହିଲେ ଭାରତୀୟ…

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ନେଇ ସମଗ୍ର ବିଶ୍ୱ ଚିନ୍ତିତ | ରୁଷ୍ ଏକକାଳୀନ ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ କରିଛି। ଚାରିଆଡେ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ମଧ୍ୟ ୟୁକ୍ରେନରେ ପ୍ରବେଶ କରିଛନ୍ତି।…