ଆଜି ୪୫ଟି ବୁଥରେ ପୁନଃ ଭୋଟ ଗ୍ରହଣ

ଭୁବନେଶ୍ୱର – ଆଜି ସକାଳ ୯ଟାରୁ ଅପରାହ୍‌ଣ ୩ଟା ଯାଏ ୪୫ଟି ବୁଥରେ ହେବ ପଞ୍ଚାୟତ ନିର୍ବାଚନ ପାଇଁ ହେବ ପୁନଃ ମତଦାନ। ପଞ୍ଚାୟତ ନିର୍ବାଚନରେ ତୃତୀୟ ପର୍ଯ୍ୟାୟରେ ବିଶୃଙ୍ଖଳା ଯୋଗୁଁ ଏସବୁ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଯାଜପୁରରେ ସର୍ବାଧିକ ୨୧, ଭଦ୍ରକର ୬, ପୁରୀର ୫ ,…

ଜୀବିକା ମିଶନ୍ ପ୍ରୋତ୍ସାହନ: ବଢୁଛି ଅଦା ଚାଷ ପ୍ରତି ଆଗ୍ରହ

ଫୁଲବାଣୀ: ଓଡ଼ିଶା ଜୀବିକା ମିଶନ୍‌ ଦ୍ବାରା ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର କୃଷକମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଜୈବିକ ଫସଲ ପାଇଁ ସୁପରିଚିତ କନ୍ଧମାଳ ଜିଲ୍ଲାର ହଳଦୀ, ଅଦା ଭଳି ଅନେକ କୃଷିଜାତ ଉତ୍ପାଦନ କେବଳ ଆମ ରାଜ୍ୟ କିମ୍ବା ଦେଶ ନୁହେଁ, ବିଦେଶରେ ମଧ୍ୟ…

‘ଚାରିଶମ୍ଭୁ ମନ୍ଦିର’ ହରିହର ଉପାସନାର ଏକ ପ୍ରସିଦ୍ଧ ପୀଠ

'ଚାରି ଶମ୍ଭୁ ମନ୍ଦିର' ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ଯାଆଁଳା ଶିବ ଓ ବିଷ୍ଣୁ ମନ୍ଦିର । ବଉଦ ସହରଠାରୁ ୧୬ କି.ମି ଦୂରରେ ଅବସ୍ଥିତ ଜଗତି ଗାଆଁରେ ଏହି ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ସ୍ଥାନୀୟ ଲୋକେ ଯାଆଁଳା ମନ୍ଦିରକୁ ଚାରି ଶମ୍ଭୁ ମନ୍ଦିର କହନ୍ତି। ଯାଆଁଳା ମନ୍ଦିର…

ଗୀତା ମାହାତ୍ମ୍ୟ: ଯୋଗସଂନ୍ୟସ୍ତକର୍ମାଣ ଜ୍ଞାନ ସଂ ଛିନ୍ନ ସଂଶୟମ ଆତ୍ମବନ୍ତମ ନ କର୍ମାଣି ନିବଧନନ୍ତି ଧନଞ୍ଜୟ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : - ଯୋଗସଂନ୍ୟସ୍ତକର୍ମାଣ ଜ୍ଞାନ ସଂ ଛିନ୍ନ ସଂଶୟମ ଆତ୍ମବନ୍ତମ ନ କର୍ମାଣି ନିବଧନନ୍ତି ଧନଞ୍ଜୟ।। ହେ ଅର୍ଜ୍ଜୁନ ! ଯିଏ କର୍ମଯୋଗ ବିଧିରେ ସମସ୍ତ କର୍ମ ପରମାତ୍ମା ଙ୍କ ଠାରେ ଅର୍ପଣ କରିଦେଇଛନ୍ତି…