କାଲି ୪୫ଟି ବୁଥରେ ପୁନଃ ମତଦାନ

ଭୁବନେଶ୍ୱର - ବୁଧବାର ସକାଳ ୯ଟାରୁ ଅପରାହ୍‌ଣ ୩ଟା ଯାଏ ୪୫ଟି ବୁଥରେ ହେବ ପୁନଃ ମତଦାନ। ଯାଜପୁରରେ ସର୍ବାଧିକ ୨୧, ଭଦ୍ରକର ୬, ପୁରୀର ୫ , ଢେଙ୍କାନାଳରେ ୪, ଜଗତସିଂହପୁରର ୩ ଓ ମୟୂରଭଞ୍ଜରେ ୩ଟି ବୁଥରେ ହେବ ପୁନଃ ମତଦାନ । ବୌଦ୍ଧ, ବଲାଙ୍ଗିର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏଁ…