ଡ୍ରଗ୍‌ସ ମାଫିଆ ରାଜା ଡେଲାଙ୍ଗରୁ ଗିରଫ

ପୁରୀ- ଦୁର୍ଦ୍ଦାନ୍ତ ଡ୍ରଗ୍‌ସ ମାଫିଆ ମହମ୍ମଦ ରାଜା ଗିରଫ ହୋଇଛି । ପୁରୀ ଡେଲାଙ୍ଗ ଅଞ୍ଚଳରୁ ରାଜାକୁ ଗିରଫ କରିଛି ଏସ୍‌ଟିଏଫ୍‌ । ନୟାଗଡ଼ରୁ ଜବତ ବ୍ରାଉନସୁଗାର କାରବାରରେ ଥିଲା ରାଜାର ସମ୍ପୃକ୍ତି । ତାଠାରୁ ୩ କିଲୋ ବ୍ରାଉନ ସୁଗାର, ୬୫ ଲକ୍ଷ ଟଙ୍କା ସହ ବନ୍ଧୁକ ଜବତ ହୋଇଥିଲା।…