ଜଳବନ୍ଦୀ ଯନ୍ତ୍ରଣାରୁ ମୁକ୍ତି ପରେ… ପ୍ରଥମ ଥର ପଞ୍ଚାୟତ ପ୍ରତିନିଧି ବାଛିବେ କୁଦଗୁଣ୍ଡେରପୁରବାସୀ, ସଡକ ପଥରେ…

ଲେଖକ: ହର୍ଷିତା ବିଶ୍ବାଳ ସମ୍ବଲପୁର : ସ୍ବାଧୀନତାର ୭୫ ବର୍ଷ ପରେ ବି ଦୁନିଆଁ ଠାରୁ ବିଚ୍ଛିନ୍ନ ହୋଇ ରହି ଆସିଥିଲେ। ପିଢି ପିଢି ଧରି ଜଳବନ୍ଦୀ ଯନ୍ତ୍ରଣାରେ ଉବୁଟୁବୁ ହେଉଥିଲେ। ଜଳପଥ ହିଁ ଏକମାତ୍ର ଭରସା ଥିଲା। ହେଲେ ବର୍ତ୍ତମାନ ସେମାନେ ଦୁନିଆଁ ସହ ଯୋଡି ହୋଇଛନ୍ତି। ବିକାଶର ମୁଖ୍ୟ…

ବାଇକ ଧକ୍କାରେ ଲୁନା ଚାଳକର ମୃତ୍ୟୁ

ବରଗଡ଼: ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଠାରେ ରବିବାର ସକାଳେ ଏକ ବାଇକ ଓ ଲୁନା ମଧ୍ୟରେ ଧକ୍କା ହେବାରୁ ଲୁନା ଚାଳକଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଲୁନାରେ ବରଗଡ଼ ପାଖ ସିର୍ଗିଡା ଗାଁର ଜୟଲାଲ ପଟେଲ ଓ ସାଗର ବାଉଁଶ…

ଯୁବକଙ୍କ ଗଳା କାଟି ହତ୍ୟା,ଥାନା ଘେରିଲେ ପଡ଼ାବାସୀ

ବରଗଡ଼: ଟାଉନ ଥାନା ଘେରିଲେ 1 ନମ୍ବର ୱାର୍ଡ଼ ନଦୀପଡ଼ା ବାସିନ୍ଦା । ନଦୀପଡ଼ାର ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରିବା ଅଭିଯୋଗରେ ପଡ଼ାବାସୀ ଥାନାରେ ଏତଲା ଦେବା ସହିତ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଟାଉନ ଥାନାକୁ ଘେରାଉ କରିଛନ୍ତି । ସୂଚନା ଅନୁଯାୟୀ 1 ନମ୍ବର ୱାର୍ଡ଼ ନଦୀପଡ଼ାର 55…

ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା ନେଇ କର୍ଣ୍ଣାଟକର ଶିବାମୋଗାରେ ଉତ୍ତେଜନା, ୧୪୪ ଧାରା ଜାରି

ଶିବାମୋଗା: ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକର ଶିବାମୋଗାରେ ଜଣେ ୨୬ ବର୍ଷୀୟ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟାକୁ ନେଇ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ରବିବାର ରାତି ପ୍ରାୟ ୯ଟାରେ ହର୍ଷ ନାମକ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା କରାଯାଇଥିଲା। ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପରେ ସହରରେ…