ଜାତୀୟ ହ୍ବିଲ୍ ଚେୟାର ଫେନସିଂ ଚାମ୍ପିୟନସିପ୍ ପାଇଁ ଓଡ଼ିଶା ଦଳରେ ଗଞ୍ଜାମର ଦୁଇ ଖେଳାଳି ସାମିଲ

ଭୁବନେଶ୍ୱର: ଚଳିତ ମାସ ୨୫ରୁ ଆରମ୍ଭ ହେଉଥିବା ୧୪ତମ ଜାତୀୟ ହ୍ବିଲ୍ ଚେୟାର ଫେନସିଂ ଚାମ୍ପିୟନସିପ୍ ପାଇଁ ଓଡ଼ିଶାର ୧୨ ଜଣିଆ ଦଳ ଘୋଷଣା କରାଯାଇଛି। ଓଡ଼ିଶା ଦଳରେ ଗଞ୍ଜାମ ଜିଲ୍ଲାର ଦୁଇ ଖେଳାଳି ଭି.ରମେଶ ରାଓ ଓ ନିକୁ ପ୍ରଧାନଙ୍କୁ ସାମିଲ କରାଯାଇଛି । ରମେଶ ୨୦୧୭ ଜାତୀୟ ଜାତୀୟ ହ୍ବିଲ୍…