କରୋନାର ନିମ୍ନଗତି ଜାରି, ଦିନକରେ ଆଉ ମାତ୍ର ୧୯,୯୬୮ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାର ନିମ୍ନଗତି ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ସଂକ୍ରମଣ ୨୦ ହଜାର ତଳକୁ ଖସିଛି। ଦିନକରେ ଆଉ ୧୯,୯୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୨୨,୨୭୦ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ଗତକାଲି ତୁଳନାରେ…

ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ୧୬ଟି ଜିଲ୍ଲାର ୫୯ଟି ଆସନରେ ଚାଲିଛି ଭୋଟ୍ ଗ୍ରହଣ

ଲକ୍ଷ୍ନୈ|: ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୧୬ ଟି ଜିଲ୍ଲାର ୫୯ଟି ଆସନରେ ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ୫୯ ଟି ଆସନରୁ ୬୨୭ ଜଣ ପ୍ରାର୍ଥୀ ଲଢୁଛନ୍ତି। ସେଥିମଧ୍ୟରୁ ୪ ଜଣ ଯୋଗୀ ସରକାରର ଏବଂ ଜଣେ କେନ୍ଦ୍ର ମନ୍ତ୍ରୀ ଅଛନ୍ତି। ୨.୧୫ କୋଟି ଭୋଟର…

ଆଜି ପଞ୍ଜାବ ଭୋଟ୍, ୧୧୭ ଆସନରେ ୧୩୦୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଚଣ୍ଡିଗଡ଼: ପଞ୍ଜାବରେ ହାଇ-ଭୋଲଟେଜ୍ ପ୍ରଚାରର ସପ୍ତାହେ ପରେ ରାଜ୍ୟର ୨.୧୪ କୋଟି ଭୋଟର ଆଜି ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆଜି ସକାଳ ୮ ଟାରୁ ୬ ଟା ପର୍ଯ୍ୟନ୍ତ ପଞ୍ଜାବର ୧୧୭ ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ରାଜ୍ୟର ଅନେକ ଭେଟେରାନ ନେତାଙ୍କ ଭାଗ୍ୟ…

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି

ଭୁବନେଶ୍ୱର - ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ୨୯ ଜିଲ୍ଲାର ୬୩ ବ୍ଲକରେ ହେଉଛି ମତଦାନ। ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ। ୧୩ ଶହ ୮୨ ସରପଞ୍ଚଙ୍କୁ ବାଛିବେ ୫୬…

ତୃତୀୟ ପର୍ଯ୍ୟାୟ ମତଦାନ: ଶାନ୍ତିଶୃଙ୍ଖଳାକୁ ଗଞ୍ଜାମ ପୋଲିସର ଫୋକସ୍

ଛତ୍ରପୁର: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ ସରିବା ପରେ ଏବେ ଗଞ୍ଜାମ ପୋଲିସ ଜିଲ୍ଲାର ଫୋକସରେ ରହିଛି ରବିବାର ଦିନ ହେଉଥିବା ତୃତୀୟ ପର୍ଯ୍ୟାୟ ମତଦାନ। ରାଜ୍ୟର କେତେକ ସ୍ଥାନ, ଏପରିକି ଗଞ୍ଜାମ ରାଜସ୍ବ ଜିଲ୍ଲା ତଥା ବ୍ରହ୍ମପୁର ପୋଲିସ ଜିଲ୍ଲାର ଦିଗପହଣ୍ଡି,…

ଗଞ୍ଜାମରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଆଜି: ସବୁ ଜିଲ୍ଲା ପରିଷଦ ଆସନରେ ବିଜୟ ପୁନରାବୃତ୍ତି ଲକ୍ଷ୍ୟରେ ବିଜେଡି

ଛତ୍ରପୁର: ଆଜି ହେଉଛି ଗଞ୍ଜାମ ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ ବ୍ଲକ୍‌ରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟଗ୍ରହଣ ଦିବସ। ସେଗୁଡିକ ହେଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ଓ ଗଞ୍ଜାମ ବ୍ଲକ୍, ଚିକିଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ପାତ୍ରପୁର…

ଆଜି ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ କେଉଁ ଦୋକାନ କରିବା ଦ୍ୱାରା ଶୁଭ ଫଳ ଏବଂ ଉନ୍ନତି ହୋଇଥାଏ…

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ଵ ରହିଛି । କାରଣ ଆମର ରାଶି ଉପରେ ବାସ୍ତୁ ଶାସ୍ତ୍ରର ଖୁବ୍ ମହତ୍ତ୍ଵ ରହିଥାଏ । ଆମେ ନିଜର ଜୀବନ ଯାପନ ପାଇଁ ବ୍ୟବସାୟ କରୁ କିମ୍ବା ଅଫିସ୍ ଟିଏ କରୁ ଏହା ଆମକୁ ବାସ୍ତୁ ଅନୁସାରେ କରିବା ଦ୍ୱାରା ଅନେକ ସୁଫଳ ମିଳିଥାଏ । ପ୍ରଥମତଃ ଏହି ସବୁ ଦୋକାନ…

ଗୀତା ମାହାତ୍ମ୍ୟ: ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ। ତଦ ସ୍ୱୟଂ ଯୋଗ ସଂସିଦ୍ଧ କାଳେନାତ୍ମନି ବିନ୍ଦତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : - ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ। ତଦ ସ୍ୱୟଂ ଯୋଗ ସଂସିଦ୍ଧ କାଳେନାତ୍ମନି ବିନ୍ଦତି।। ହେ ଅର୍ଜ୍ଜୁନ ! ଏହି ସଂସାରରେ ଜ୍ଞାନସମାନ ପବିତ୍ର କାରକ ବସ୍ତୁ ନିସନ୍ଦେହରେ ଆଉ କିଛି…