ନୃସିଂହନାଥ ପିଠିରେ ପୁଣି ଆରମ୍ଭ ହେଲା ହରିହର ପଙ୍ଗତ

ବରଗଡ଼: କରୋନା ସଂକ୍ରମଣ ଯୋଗୁଁ ପଶ୍ଚିମ ଓଡିଶାର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠରେ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ହରିହର ପଙ୍ଗତ ପୁଣି ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ ଯେ କାହିଁ କେଉଁ କାଳରୁ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ହରିହର ପଙ୍ଗତ…