ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି

ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଦିନ ୧ଟା ଯାଏଁ ଭୋଟ ଗ୍ରହଣ କରାଯିବ। ମୋଟ ୨୦ ହଜାର ୪୩୫ଟି ବୁଥ୍‌ରେ ମତଦାନ ଜାରି ରହିଛି। ୩୦ଟି ଜିଲ୍ଲାର ୬୮ଟି ବ୍ଳକରେ ମତଦାନ ହେଉଛି । ୧୬୮ଟି ଜିଲ୍ଲା ପରିଷଦ ଜୋନରେ ହେଉଛି…

ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ ତାଲିକା ପ୍ରକାଶ

ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ ପାଇଛି । ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ୪୮ଟି ମୁନିସିପାଲିଟି ଓ ୫୯ଟି ବିଜ୍ଞ ପିତ ଅଞ୍ଚଳ ପରିଷଦ ସହ ମୋଟ ୧୦୭ଟି ପୌରାଞ୍ଚଳ ରହିଛି । ୩ଟି ମହାନଗର ନିଗମ, ମୁନିସିପାଲିଟି ଓ ବିଜ୍ଞାପିତ…

ଗଞ୍ଜାମ: ୫ ନିର୍ବାଚନମଣ୍ଡଳୀ ତଥା ୫ ବ୍ଲକର ୧୭ ଜୋନ୍‌ରେ ମତଦାନ ଆଜି

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବ୍ଲକ୍‌ର ୧୬୩୮ ବୁଥରେ ଆଜି ମତଦାନ ହେଉଛି। ରଙ୍ଗେଇଲୁଣ୍ଡା, ଚିକିଟି, ସାନଖେମୁଣ୍ଡି, ସୋରଡ଼ା ଓ ପୋଲସରା ବ୍ଲକର ୧୬୩୮ ବୁଥ୍‌ରେ ଭୋଟଗ୍ରହଣ କରିବେ ମତଦାତା। ଏଥିରୁ ୧୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ୬୦ ପ୍ରାର୍ଥୀ,…