ଲୋକପ୍ରିୟ ସଙ୍ଗୀତକାର ବାପି ଲାହିରିଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି ଆଉ ନାହାନ୍ତି । ଅନେକ ସୁପରହିଟ ଗୀତର ସ୍ରଷ୍ଟା ବାପି ଲାହିରିଙ୍କ ମୁମ୍ବାଇର ଜୁହୁଙ୍କ କ୍ରିଟି କେୟାର ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା | ବାପି ଲାହିରି ଦୀର୍ଘ…

ଆଜି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ଭୁବନେଶ୍ୱର- ରାଜ୍ୟରେ ୫ ପର୍ଯ୍ୟାୟ ପଂଚାୟତ ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । କୋଭିଡ କଟକଣା ମଧ୍ୟରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ମତଦାନ ହେଉଛି । ୧୬୬୯ଟି ଗ୍ରାମ ପଂଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହେଉଛି । ୨୦୦ ଜିଲ୍ଲା…

ଗଞ୍ଜାମ: ହିଞ୍ଜିଳିକାଟୁ ଓ ଶେରଗଡ଼ ସହ ୫ ବ୍ଲକ୍‌ରେ ମତଦାନ ଆଜି

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ହେଭିୱେଟ୍ ନେତାଙ୍କ ନିର୍ବାଚନମଣ୍ଡଳୀରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍‌ରେ ପ୍ରଥମ ପର୍ଯ୍ୟାୟରେ ହିଁ ପଞ୍ଚାୟତ ମତଦାନ ଅନୁଷ୍ଠିତ ହେଉଛି।…

ପାରମ୍ପାରିକ ଓଡ଼ିଆ ଗଣପର୍ବ ଅଇଘରା ପୁନେଇଁ ବା ଅଗୀଜଳା ପୂର୍ଣ୍ଣିମା

ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ମାଘମାସ ପୂର୍ଣ୍ଣମୀରେ ଏହି ଅଗ୍ନ୍ୟୁତ୍ସବ ସର୍ବତ୍ର ପାଳିତ ହୋଇଥାଏ। ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୁଏ। ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ…

ଗୀତା ମାହାତ୍ମ୍ୟ: ତଦବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନନେ ସେବୟା। ଉପଦେକ୍ଷାନ୍ତି ତେ ଜ୍ଞାନ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : - ତଦବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନନେ ସେବୟା। ଉପଦେକ୍ଷାନ୍ତି ତେ ଜ୍ଞାନ ଜ୍ଞାନୀନସ୍ତତ୍ତ୍ୱଦର୍ଶିନଃ।। ହେ ଅର୍ଜ୍ଜୁନ ! ତୁମେ ତତ୍ତ୍ୱଦର୍ଶି ଜ୍ଞାନୀମାନଙ୍କ ନିକଟକୁ ଯାଇ ସେହି…