କେଲେଣ୍ଡାପାଲି ପଞ୍ଚାୟତରେ ନିର୍ବାଚନ ସ୍ଥଗିତ, ଆଖିବୁଜିଲେ ସରପଞ୍ଚ ପ୍ରାର୍ଥୀ

ବରଗଡ଼: ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ଅକସ୍ମାତ ମୃତ୍ୟୁ । ଫଳରେ ଉକ୍ତ ପଞ୍ଚାୟତରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ପ୍ରାର୍ଥୀଙ୍କ ହଠାତ୍‌ ଦେହ ଅସୁସ୍ଥ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ…

ଭାରତ-ଶ୍ରୀଲଙ୍କା ସିରିଜ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ, ପ୍ରଥମେ ଟି-୨୦ ଖେଳାଯିବ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଏବଂ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ବଦଳିଛି | ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଚଳିତ ମାସ ଶେଷରେ ଭାରତ ଆସିବ। ଉଭୟ ଦଳ ମଧ୍ୟରେ ତିନୋଟି ଟି-୨୦ ଏବଂ ୨ଟି ଟେଷ୍ଟ ଖେଳାଯିବ | ଦୁଇ ଦଳ…

କୋହଲିଙ୍କ ଖରାପ ଫର୍ମ ନେଇ ପ୍ରଶ୍ନରେ ରାଗିଲେ ରୋହିତ, ଦେଲେ ଏମିତି ଉତ୍ତର

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବୁଧବାର ଠାରୁ ଆରମ୍ଭ ହେଉଛି | ଟିମ୍ ଇଣ୍ଡିଆ ପୂର୍ବରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ କବଜା କରିଥିଲା ​​| ପ୍ରଥମ ଟି-୨୦ ମ୍ୟାଚ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଗଣମାଧ୍ୟମ ସହ…

ଭୋଟର ପରିଚୟ ପତ୍ର ନ ଥିଲେ ବି ଅନ୍ୟ ପ୍ରମାଣପତ୍ର ଦେଖାଇ ଦେଇ ହେବ ଭୋଟ୍‌

ଭୁବନେଶ୍ୱର - ପଂଚାୟତ ନିର୍ବାଚନରେ ଭୋଟର ପରିଚୟ ପତ୍ର ନ ଥାଇ ବି ଜଣେ ବୈଧ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ଭୋଟର ପରିଚୟ ପତ୍ର ନ ଥିଲେ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମୋଦିତ ଅନ୍ୟ ୧୩ଟି ପ୍ରମାଣପତ୍ରରୁ ଗୋଟିଏ ଦେଖାଇ ଜଣେ ଭୋଟ୍ ଦେଇପାରିବ । ସେଗୁଡିକ ହେଲା - ଆଧାର କାର୍ଡ,…