ବ୍ୟାଙ୍କ ଘୋଟାଲା ନେଇ ମାୟାବତୀଙ୍କ ଦାବି, ବ୍ୟାଙ୍କରେ ଜମା ଲୋକଙ୍କ ଟଙ୍କା ସୁରକ୍ଷିତ ଅଛି କି ନାହିଁ ସରକାର ଜବାବ…

ନୂଆଦିଲ୍ଲୀ: ଏବିଜି ଗ୍ରୁପ୍ (ଏବିଜି ସିପୟାର୍ଡ) ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଦୁଇ ଡଜନରୁ ଅଧିକ ବ୍ୟାଙ୍କରୁ ଋଣ ଠକେଇ କରିଛି | ଏହି ସଂଖ୍ୟା ଏତେ ବଡ଼ ଯେ ଦେଶରେ ପୂର୍ବରୁ ଘଟିଥିବା ସବୁ ବ୍ୟାଙ୍କିଙ୍ଗ ସ୍କାମର ରେକର୍ଡ ଭାଙ୍ଗିଯାଇଛି। ଏପର୍ଯ୍ୟନ୍ତ ଏହି ମାମଲାରେ ୮ ଜଣଙ୍କ ବିରୋଧରେ…

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ଫୁଲବାଣୀ-କନ୍ଧମାଳ ଜିଲ୍ଲାରେ ପୁଣି ନକ୍ସଲଙ୍କ ଦୌରାତ୍ମ୍ୟ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଂଡାରଂଗୀ ପଂଚାୟତ ଗୁମି ଗାଁରେ ଏଭଳି ନୃଶଂସ କାଣ୍ଡ ଘଟାଇଛନ୍ତି ମାଓବାଦୀ । ମୃତ ଯୁବକଙ୍କ ନାମ କପିଳ ମାଝୀ ।…

ପଞ୍ଚମ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ବେଆଇନ ଉଠାଣ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଏହା ହେଉଛି ପଞ୍ଚମ ମାମଲା ଯେଉଁଥିରେ…