ପଞ୍ଜାବ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର ଦଳ ଛାଡ଼ିଲେ

ନୂଆଦିଲ୍ଲୀ: ଫେବୃଆରୀ ୨୦ରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଝଟକା ଲାଗିଛି । ୟୁପିଏ ସରକାରରେ ଆଇନ ମନ୍ତ୍ରୀ ଥିବା ଅଶ୍ୱିନୀ କୁମାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ…

ଭିଜିଲାନ୍‌ସ ଚଢାଉ : ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କଠାରୁ ମିଳିଲା ଦାମୀ ବାଇକ, ବିଏମଡବ୍ଲୁ କାର, ପତ୍ନୀଙ୍କ ନାଁରେ…

କଟକ-ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଅୟସ ଆରାମର ଜୀବନ କାଟୁଥିଲେ ପୋଲିସ ବାବୁ । ଆଜି ତାଙ୍କର ୧୧ଟି ଠିକଣାରେ ଏକକାଳିନ ଚଢାଉ କରି କୋଟି କୋଟି ଟଙ୍କାର ସଂପତ୍ତି ଓ ବ୍ୟବସାୟିକ ସାମ୍ରାଜ୍ୟ ଠାବ କରିଛି ଭିଜିଲାନ୍ସ…