ଓସ୍କାର ପୁରସ୍କାରରେ ଏଥର‌ ଯୋଡ଼ି ହେଲା ନୂଆ କେଟେଗୋରି ‘ଫ୍ୟାନ୍ ଫେଭରିଟ୍’, ପ୍ରଶଂସକ ବାଛିବେ ନିଜ…

ଲସ୍ ଆଞ୍ଜେଲେସ୍: ବିଶ୍ବର ସବୁଠୁ ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଓସ୍କାରରେ ଏଥର ଏକ ନୂଆ "ଫ୍ୟାନ୍ ଫେଭରିଟ୍" କେଟେଗୋରି ସାମିଲ କରାଯାଇଛି । ଟ୍ୱିଟର ୟୁଜରଙ୍କ ଭୋଟ୍ ଆଧାରରେ ବର୍ଷର ସବୁଠାରୁ ଲୋକପ୍ରିୟ ଫିଲ୍ମକୁ ଏହି ପୁରସ୍କାର ଦିଆଯିବ | ମାର୍ଚ୍ଚ ୨୭ରେ ୯୪ତମ ଓସ୍କାର ପୁରସ୍କାର ପ୍ରଦାନ…

ବାଲ୍ୟ ବିବାହ ରୋକିଲା ଜିଲ୍ଲା ସମାଜ ମଙ୍ଗଳ ବିଭାଗ

ବୌଦ୍ଧ: ସରସରା ଗ୍ରାମ ଠାରେ ଗୋଟିଏ ପରିବାରର ଦୁଇଟି ନାବାଳିକା କନ୍ୟାର ବିବାହ ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବନ୍ଦ କରାଯାଇଛି l ସୂଚନା ଅନୁସାରେ ଜନୈକ ବିଧବା ମହିଳା ନିଜର ୧୭ ବର୍ଷ ଓ ୧୪ ବର୍ଷ ବୟସର ଦୁଇ ନାବାଳିକା କନ୍ୟା ର ବିବାହ ନିମନ୍ତେ ନିର୍ବନ୍ଧ ଘର କରି ବନ୍ଧୁ ପରିଜନଙ୍କ…

କରୋନା ଅପଡେଟ୍: ଆହୁରି ଖସିଲା ସଂକ୍ରମଣ, ଦିନକରେ ୨୭,୪୦୯ ନୂଆ ମାମଲା, ୩୪୭ ମୃତ

ନୂଆଦିଲ୍ଲୀ:କରୋନାର ତୃତୀୟ ଲହର ଗତି ବର୍ତ୍ତମାନ ଭାରତରେ ତଳମୁହାଁ ହେବାରେ ଲାଗିଛି। ଆଜି କ୍ରମାଗତ ତୃତୀୟ ଦିନ ପାଇଁ ୫୦ ହଜାରରୁ କମ୍ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୭,୪୦୯ ନୂଆ କରୋନା ମାମଲା ଆସିଥିବା ବେଳେ ୩୪୭ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକ…