ହାଇକୋର୍ଟର ତିନି ନବନିଯୁକ୍ତ ବିଚାରପତିଙ୍କ ଶପଥ

କଟକ- ଓଡିଶା ହାଇକୋର୍ଟର ତିନି ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି । ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀରମଣ । ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥପାଠ…

ସୁରକ୍ଷା କାରଣରୁ ଆଉ ୫୪ଟି ଚାଇନିଜ୍ ଆପକୁ ବ୍ୟାନ୍ କରିବେ ସରକାର

ନୂଆଦିଲ୍ଲୀ: ସୁରକ୍ଷା କାରଣରୁ ସରକାର ଆଉ କିଛି ଚାଇନିଜ୍ ଆପ୍ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ୫୪ଟି ଚାଇନିଜ୍ ଆପକୁ ବ୍ୟାନ୍ କରାଯାଇପାରେ। ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୨୨୪ ଟି ଚାଇନିଜ୍…

ଭିଜିଲାନ୍ସ ଜାଲରେ ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ

ଭୁବନେଶ୍ୱର - ଆୟଠାରୁ ଅଧିକ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରଂଟ ବଳରେ ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର…

ଧରାପଡିଲା ରସିକିଆ ନକଲି ଡାକ୍ତର, ୧୪ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପଇସା ଲୁଟୁଥିଲା

ଭୁବନେଶ୍ୱର – ଧରାପଡିଲା ରସିକିଆ ନକଲି ଡାକ୍ତର । ନିଜକୁ ଡାକ୍ତର ଭାବେ ପରିଚୟ ଦେଇ ଯୁବତୀଙ୍କୁ ଫସାଉଥିଲା । ଗୋଟିଏ କି ଦୁଇଟି ନୁହେଁ, ୧୪ ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପଇସା ଲୁଟୁଥିଲା । ଏହି ରସିକିଆ ଦଗାଦିଆ ନକଲି ଡାକ୍ତର ପ୍ରେମିକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ମିଳିଥିବା…

ମୋଦି ସରକାର ଅମଳରେ ଏପର୍ଯ୍ୟନ୍ତ ପାଞ୍ଚ ଲକ୍ଷ କୋଟିର ବ୍ୟାଙ୍କ୍ ଠକେଇ ହେଲାଣି: ରାହୁଲ

ନୂଆଦିଲ୍ଲୀ: ଦିନକ ତଳେ ହଜାର କୋଟିର ବ୍ୟାଙ୍କ୍ ଠକେଇ ପର୍ଦ୍ଦାଫାସ୍ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ମୋଦି ସରକାର ଅମଳରେ ଏଯାବତ୍ ୫,୩୫,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ହୋଇଛି । ରାହୁଲ ଟୁଇଟର…

ରାଜ୍ୟରେ ୧ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ୧ ହଜାର ତଳକୁ ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୮୫୯ ଆକ୍ରାନ୍ତ । ସଙ୍ଗରୋଧରୁ ୫୦୩ ଓ ସ୍ଥାନୀୟ ଅଂଚଳରୁ ୩୫୬ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୭୨ ଶିଶୁ କିଶୋର ଅଛନ୍ତି । ଖୋର୍ଦ୍ଧାରୁ ୧୦୫, କୋରାପୁଟରୁ ୭୧, କଟକରୁ ୬୫, ସୁନ୍ଦରଗଡରୁ ୬୨,…