ଆଜିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବ, ୨୮ରୁ ଆସିବେ ପିଲା

ଭୁବନେଶ୍ୱର - ଆଜିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । କିନ୍ତୁ ଛାତ୍ରଛାତ୍ରୀ ଆସିବେ ନାହିଁ । କେବଳ ଶିକ୍ଷକ ଓ କର୍ମଚାରୀମାନେ ସ୍କୁଲ ଆସିବେ । ସ୍କୁଲ ପରିସର ସଫେଇ ଓ ବିଶୋଧନ ଉପରେ ସେମାନେ ଧ୍ୟାନ ଦେବେ । ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ ଆସିବେ । ଏହି ସମୟ ମଧ୍ୟରେ…

ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର

ଭୁବନେଶ୍ୱର -ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ବେଳେ ଆଜି ପ୍ରଚାର ସରିବ । ଆଜି ସଂଧ୍ୟା ୭ଟା ପରେ ସମସ୍ତ ପ୍ର୍ରକାର ସଭା, ସମାବେଶ ଓ ମିଳିତ ପ୍ରଚାର ଉପରେ ରୋକ୍ ଲାଗିବ । ୧୬ ତାରିଖ ଦିନ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା…

ଅର୍କକ୍ଷେତ୍ର କୋଣାର୍କରେ ମାଘମେଳା

ହିନ୍ଦୁ ଧର୍ମାବଲମ୍ବୀ ମାନେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ଦିନ ଚନ୍ଦ୍ରଭାଗାକୂଳରେ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଉପାସନା କରି ବୁଡ଼ ପକେଇଥାଆନ୍ତି । ଏହି ଅବସରରେ ସେଠାରେ ବିଶାଳ ମେଳା ଆୟୋଜନ କରାଯାଇଥାଏ । ଯାହା ମାଘମେଳା ନାମରେ ପ୍ରସିଦ୍ଧ। ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିଟି ସୂର୍ଯ୍ୟ…

ଗୀତା ମାହାତ୍ମ୍ୟ: ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣୋ ମୁଖେ। କର୍ମଜାନବିଦ୍ଧିତାନ ସର୍ବାନେଵଂ ଜ୍ଞାତ୍ବାବିମୋକ୍ଷସେ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : - ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣୋ ମୁଖେ। କର୍ମଜାନବିଦ୍ଧିତାନ ସର୍ବାନେଵଂ ଜ୍ଞାତ୍ବାବିମୋକ୍ଷସେ ହେ ଅର୍ଜ୍ଜୁନ ! ଏହିପରି ଆହୁରି ବହୁପ୍ରକାର ଯଜ୍ଞ ବେଦବାଣୀ ଦ୍ୱାରା ବିସ୍ତାରିତ…