ହିଜାବ ବିବାଦରେ ମୁଣ୍ଡ ପୂରାଇଲା ଆମେରିକା, ଭାରତ ଦେଲା ଏମିତି ଜବାବ
ନୂଆଦିଲ୍ଲୀ: କର୍ଣ୍ଣାଟକର କଲେଜଗୁଡ଼ିକରେ ହିଜାବକୁ ନେଇ ସୃଷ୍ଟ ବିବାଦ ଉପରେ କେତେକ ଦେଶରୁ ପ୍ରତିକ୍ରିୟା ଆସିଛି। ଆଭ୍ୟନ୍ତରୀଣ ବ୍ୟାପାରରେ ଏଭଳି ପ୍ରତିକ୍ରିୟାକୁ ଭାରତ ସରକାର ଦୃଢ଼ ବିରୋଧ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ ଦେଶର ଆଭ୍ୟନ୍ତରୀଣ ବ୍ୟାପାର…