କେରଳର ପଲ୍ଲକଡ ପର୍ବତରେ ଦୁଇଦିନ ଧରି ଫସିଥିବା ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କଲା ସେନା

ପାଲକ୍କଡ: କେରଳର ପଲକ୍କଡର ମାଲାମପୁଜା ପର୍ବତର ଏକ ଖାଲରେ ଦୁଇ ଦିନ ଧରି ଫସି ରହିଥିବା ଜଣେ ଯୁବକଙ୍କୁ ସେନା ଉଦ୍ଧାର କରିଛି। ଏହି ଯୁବକ ସୋମବାର ଠାରୁ ସେଠାରେ ବିନା ଖାଦ୍ୟ ଓ ପାଣିରେ ଫସି ରହିଥିଲେ । ଏହି ଯୁବକକୁ ବଞ୍ଚାଇବା ପାଇଁ ଭାରତୀୟ ସେନା ଏକ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଥିଲା।…