ହିଜାବ ବିବାଦ: ତ୍ରିରଙ୍ଗାକୁ କାଢ଼ି ଗୈରିକ ପତାକା ଲଗାଇଲେ ଛାତ୍ର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ମଧ୍ୟରେ ସାମ୍ନାକୁ ଆସିଥିବା ଏକ ଭିଡିଓ ଚର୍ଚ୍ଚାର ବିଷୟ ହୋଇଛି । ଏହି ଭିଡ଼ିଓ ଶିମୋଗାସ୍ଥିତ ଏକ କଲେଜର ବୋଲି ଜଣାପଡ଼ିଛି । ଭିଡ଼ିଓରେ ଜଣେ ଛାତ୍ର ଉକ୍ତ କଲେଜ ପରିସରରେ ଥିବା ଏକ ଖମ୍ବ ଉପରକୁ ଚଢ଼ି ତହିଁରେ ଲାଗିଥିବା ତ୍ରିରଙ୍ଗାକୁ କାଢ଼ି ଗୈରିକ…

କାଶ୍ମୀର ଉପରେ ହ୍ୟୁଣ୍ଡାଇର ବିବାଦୀୟ ଟ୍ବିଟ୍ ମାମଲାରେ ଭାରତର କଡ଼ା ଆଭିମୁଖ୍ୟ, ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କୁ ସମନ…

ନୂଆଦିଲ୍ଲୀ: କାଶ୍ମୀର ଉପରେ ହ୍ୟୁଣ୍ଡାଇ ପାକିସ୍ତାନର ବିବାଦୀୟ ଟ୍ବିଟ୍ ନେଇ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି | ଏହି ପ୍ରସଙ୍ଗରେ ଭାରତ ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କୁ ସମନ କରି ଦୃଢ଼ ପ୍ରତିବାଦ ଜଣାଇଛି। ହ୍ୟୁଣ୍ଡାଇ କମ୍ପାନୀର ବରିଷ୍ଠ ନେତୃତ୍ୱକୁ ନେଇ ଭାରତ ମଧ୍ୟ ଅସନ୍ତୋଷ…