ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ଲାଭ ପାଇଲେ ଗରିବ ମହିଳା

ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ) ଦ୍ବାରା ଉପକୃତ ହୋଇଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନାମ। କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ପାଇ ପାରିଛନ୍ତି ବ୍ରହ୍ମପୁର ପ୍ରେମନଗର ଅଞ୍ଚଳର ଜଣେ ଗରିବ ମହିଳା ପି.ଲକ୍ଷ୍ମୀ। ସେ ଅନେକ ଦିନ ଧରି…

‘ହ୍ୟୁଣ୍ଡାଇ’ ପରେ ‘କେଏଫସି’, କାଶ୍ମୀର ଉପରେ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ କ୍ଷମା…

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ କାଶ୍ମୀର ସମ୍ବନ୍ଧୀୟ ପୋଷ୍ଟକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇବା ପରେ ଲୋକପ୍ରିୟ ରେଷ୍ଟୁରାଣ୍ଟ ଚେନ୍ 'କେଏଫସି' ସୋମବାର କ୍ଷମା ପ୍ରାର୍ଥନା କରିଛି | ସୋସିଆଲ ମିଡିଆରେ କମ୍ପାନୀର ପାକିସ୍ତାନ ଭିତ୍ତିକ ଫ୍ରାଞ୍ଚାଇଜିର ପୋଷ୍ଟଗୁଡିକ କାଶ୍ମୀରର…

ଜେସିବିରେ ନିଆଁ ଲଗାଇଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଠାରେ ମାଓ ଆକ୍ରମଣ। ଗତକାଲି ରାତିରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜେସିବି ଓ ହିଟାଚି ମେସିନ ପୋଡ଼ି ଦେଇଛନ୍ତି ଲାଲବାହିନୀ। ଫିରିଙ୍ଗିଆ ଠାରୁ ପ୍ରାୟ ୫୦ କିମି ଦୂର ନୂଆପଦର ଠାରୁ ପିଣ୍ଡାଙ୍ଗି…

ରାଜ୍ୟରେ ଆଉ ୧ ହଜାର ୫୦୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୫୦୩ ଆକ୍ରାନ୍ତ । ସଙ୍ଗରୋଧରୁ ୮୭୩ ଓ ସ୍ଥାନୀୟ ଅଂଚଳରୁ ୬୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୨୯ ଜଣ ହେଉଛନ୍ତି ଶିଶୁ ଓ କିଶୋର ।…