ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ -ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକଲାଗି ନୀତି ହେବ । ମଧ୍ୟାହ୍ନ ଧୂପ ସରିବା ପରେ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକ ଲାଗି ନୀତି କରିବେ । ବନକଲାଗି ଏକ ଗୁପ୍ତ ଓ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆଜି ସଂଧ୍ୟା ୫ଟାରୁ…

ଗୀତା ମାହାତ୍ମ୍ୟ: ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ। ଆତ୍ମସଂଯମଯୋଗାଗ୍ନୌ ଜୁହ୍ବତି ଜ୍ଞାନଦୀପିତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : - ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ। ଆତ୍ମସଂଯମଯୋଗାଗ୍ନୌ ଜୁହ୍ବତି ଜ୍ଞାନଦୀପିତେ।। ହେ ଅର୍ଜ୍ଜୁନ ! ଅନ୍ୟ ଯୋଗୀମାନେ ଇନ୍ଦ୍ରିୟ ମାନଙ୍କର ସମସ୍ତ କ୍ରିୟା ଜ୍ଞାନଦ୍ୱାରା…

ଓସ୍କାର ପୁରସ୍କାର ଦୌଡ଼ରେ ଭାରତୀୟ ଡକ୍ୟୁମେଣ୍ଟାରୀ “ରାଇଟିଂ ଓ୍ବିଦ୍ ଫାୟାର୍”

ନୂଆଦିଲ୍ଲୀ: ଭାରତୀୟ ଡକ୍ୟୁମେଣ୍ଟାରୀ "ରାଇଟିଂ ଓ୍ବିଦ୍ ଫାୟାର୍" ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି | ଓସ୍କାର ବା ଏକାଡେମୀ ପୁରସ୍କାରର ୯୪ତମ ସଂସ୍କରଣ ପାଇଁ ଚୂଡ଼ାନ୍ତ ତାଲିକାରେ ମନୋନୀତ ହୋଇଥିବା ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ…

ସାମ୍ବାଦିକ ସମ୍ମିଳନୀରେ ବାକଶୂନ୍ୟ ହେଲେ ସମୀର, ଏଫସିଆଇ ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ଅଧାରୁ ସାମ୍ବାଦିକ ସମ୍ମିଳନୀ…

ସମ୍ବଲପୁର : ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବାକୁ ଅଣ୍ଟା ଭିଡି ଆସିଥିଲେ। ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ଟାର୍ଗେଟ କରି ପଞ୍ଚାୟତ ନିର୍ବାଚନରେ ଲୋକେ ବିଜେପିକୁ ହିଁ ବିଜୟୀ କରାଇବେ ବୋଲି ଦୃଢୋକ୍ତି ବାଢିଥିଲେ। ହେଲେ ଗତ 5 ବର୍ଷ ଧରି…