ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ଯନ୍ତ୍ରୀ ଜଗନ୍ନାଥ ସେଠୀ ଗିରଫ
ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତ୍ତି ମାମଲାରେ ନିର୍ମାଣ(ଇଲେକ୍ଟ୍ରିକାଲ୍) ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ ଗିରଫ ହୋଇଛନ୍ତି । ଯାଞ୍ଚ ସରିବା ପରେ ନିର୍ବାହୀ ଯନ୍ତ୍ରୀ ସେଠୀ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ମୋଟ ୭କୋଟି ୮୩ଲକ୍ଷ ୭ହଜାର ୪୯୮ ଟଙ୍କାର ସ୍ଥାବର ଅବସ୍ଥାବର…