ଉତ୍ତର ପ୍ରଦେଶ ନିର୍ବାଚନ : କଂଗ୍ରେସ ଜାରି କଲା ଘୋଷଣାପତ୍ର, କୃଷକଙ୍କ ଋଣ, ବିଦ୍ୟୁତ୍ ବିଲ୍ ଛାଡ଼ ପାଇଁ ପ୍ରତିଶ୍ରୁତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଘୋଷଣାପତ୍ର ଜାରି କରିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଘୋଷଣା ପତ୍ର ପ୍ରକାଶ କରିଛନ୍ତି। କଂଗ୍ରେସ ଏହି ଘୋଷଣା ପତ୍ରକୁ 'ଉନ୍ନତି ବିଧାନ' ନାମରେ ନାମିତ କରିଛି।…

ଆଜି ପୁରୀ ଗଜପତି ମହାରାଜାଙ୍କ ସାନ ଝିଅ ବାହାଘର

ପୁରୀ - ଆଜି ରଜାଘର ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର ଆଜି ହେଉଛି । ଗଜପତିଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି । ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ…