ରାଜ୍ୟରେ ପୁଣି ୧୦ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ : ୯ ହଜାର ୫୪୧ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୩୪୨

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୯ ହଜାର ୫୪୧ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୫ ହଜାର ୩୪୩ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୩୪୨, କଟକରୁ ୭୧୬, ମୟୂରଭଞ୍ଜରୁ ୬୯୫, ସୁନ୍ଦରଗଡରୁ ୫୯୫,…

ଗିରଫ ହେବା ପରେ ସାମ୍ନାକୁ ଆସିଲା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିର ପ୍ରଥମ ଫଟୋ, ଶରୀରରେ କ୍ଷତ ଚିହ୍ନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନ୍‌ବି) ଋଣ ଠକେଇ ମାମଲାର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଡୋମିନିକାରେ ଗିରଫା ହେବା ପରେ ତାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଫଟୋରେ ସେ ଡୋମିନିକାର କେଉଁ ଏକ ଜେଲ୍‌ରେ ଥିବା ଜଣାପଡୁଛି । ବର୍ତ୍ତମାନ ଚୋକ୍‌ସି ଡୋମିନିକାର…

ବାତ୍ୟାର ସଫଳ ମୁକାବିଲା ପାଇଁ ନବୀନ ସରକାରଙ୍କ ପ୍ରଶଂସାରେ ଶତମୁଖ ଜାତିସଂଘ ସଂସ୍ଥା

ନ୍ୟୁୟର୍କ- ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡିଶା ମଡେଲ୍ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ଭାରତର ଅନ୍ୟ ରାଜ୍ୟମାନଙ୍କ ପାଇଁ ଓଡିଶା ଏ ଦିଗରେ ଉଦାହରଣ ସାଜିଥିବା ବେଳେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ପଦକ୍ଷେପ…

କରୋନା ଅପଡେଟ୍‌: ସଂକ୍ରମଣର ନିମ୍ନଗାମୀ ଗତି ଜାରି, ଦିନକରେ ୧.୬୫ ଲକ୍ଷ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଦୁର୍ବଳ ହେବାରେ ଲାଗିଛି । ସଂକ୍ରମଣର ନିମ୍ନଗାମୀ ଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୬୫,୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୪୬ ଦିନରେ ଏହି ସଂଖ୍ୟା ହେଉଛି ସବୁଠୁ କମ୍ । ସଂକ୍ରମଣ ଖସୁଥିଲେ ମଧ୍ୟ ଦୈନିକ…

କେନ୍ଦ୍ରର ଘୋଷଣା: କରୋନା ପାଇଁ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ମାସିକ ଭତ୍ତା, ମାଗଣା ଶିକ୍ଷା

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଯୋଗୁଁ ଭାରତରେ ଅନେକ ଶିଶୁ ଅନାଥ ହୋଇଛନ୍ତି । ଏପରି ଅସହାୟ ପିଲାଙ୍କ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି । କୋଭିଡ୍ କାରଣରୁ ଅନାଥ ହୋଇଥିବା ପିଲାମାନଙ୍କୁ ପିଏମ୍ କେୟାର୍ସ ୍ ଅଧୀନରେ ସହାୟତା ପ୍ରଦାନ…

ଓଡିଶାର ସ୍କୁଲ, କଲେଜ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା

ଭୁବନେଶ୍ୱର- ରାଜ୍ୟର ସ୍କୁଲ,କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ବିଷୟ ସ୍ଥାନ ପାଇବ । ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏ ସଂପର୍କିତ ସଙ୍କଳ୍ପ ପାରିତ ହୋଇଛି । ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପାଇଁ ତାଲିମ ଦିଆଯିବ । ବିଜେଡି ସରକାରର ପଂଚମ…