ସରକାରୀ ତଥ୍ୟ ଅପେକ୍ଷା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭ ଗୁଣ ଅଧିକ?

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ନେଇ ଏବେ ନାନା ପ୍ରଶ୍ନ ଉଠୁଛି । କିଛି ରାଜ୍ୟ କରୋନା ମୃତ୍ୟୁ ଜନିତ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ନିକଟରେ ବିହାର ଓ ମହାରାଷ୍ଟ୍ର ନିଜ କୋଭିଡ୍ ମୃତ୍ୟୁସଂଖ୍ୟା ଅଡିଟ୍ କରିବା ପରେ ଏଭଳି ସନ୍ଦେହ ଦୃଢ଼ୀଭୂତ ହୋଇଛି । ଭାରତରେ କୋଭିଡ୍‌-୧୯…

କରୋନା ଅପଡେଟ୍: ଦିନକରେ ୮୦,୮୩୪ ନୂଆ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩.୭୦ ଲକ୍ଷ ଉପରେ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟୁଛି। ୭୨ ଦିନ ପରେ କରୋନାର ସବୁଠୁ କମ୍ ମାମଲା ଆସିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୮୦,୮୩୪ ନୂତନ ମାମଲା ରିପୋର୍ଟ ହୋଇଛି । ଦିନକରେ ପୁଣି ୩୩୦୩ ସଂକ୍ରମିତ ଲୋକ ପ୍ରାଣ…

ରାଜ୍ୟରେ ଦିନକରେ ୪୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୪୫ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୨କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରେ ୪ ଜଣ ପ୍ରାଣ ହରାଇଛନ୍ତି । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ,…

ରାଜ୍ୟରେ ୪ ହଜାର ୪୬୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆହୁରି କମିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ୪ ହଜାର ୪୬୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୫୪୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୯୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୨, କଟକରୁ ୪୧୩, ଯାଜପୁରରୁ ୩୭୦,…

ସଫଳ ଲକଡାଉନ ଯୋଗୁଁ କଟକ ସହରରେ କମୁଛି ସଂକ୍ରମଣ : ସିଏମସି କମିଶନର

କଟକ- କଟକ ସହରରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ପଜିଟିଭିଟ ରେଟ୍‌୍ ମଧ୍ୟ କମିଛି । ସହରବାସୀ ଲକଡାଉନ ନିୟମ ମାନିଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ କହିଛନ୍ତି । ପ୍ରେସମିଟ କରି ସିଏମସି କମିଶନର କହିଛନ୍ତି ଯେ, ଗତମାସ ୧୫ ତାରିଖରେ…