ପାରମ୍ପାରିକ ଓଡ଼ିଆ ଗଣପର୍ବ ଅଇଘରା ପୁନେଇଁ ବା ଅଗୀଜଳା ପୂର୍ଣ୍ଣିମା

ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ମାଘମାସ ପୂର୍ଣ୍ଣମୀରେ ଏହି ଅଗ୍ନ୍ୟୁତ୍ସବ ସର୍ବତ୍ର ପାଳିତ ହୋଇଥାଏ। ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୁଏ। ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ…

ଗୀତା ମାହାତ୍ମ୍ୟ: ତଦବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନନେ ସେବୟା। ଉପଦେକ୍ଷାନ୍ତି ତେ ଜ୍ଞାନ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : - ତଦବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନନେ ସେବୟା। ଉପଦେକ୍ଷାନ୍ତି ତେ ଜ୍ଞାନ ଜ୍ଞାନୀନସ୍ତତ୍ତ୍ୱଦର୍ଶିନଃ।। ହେ ଅର୍ଜ୍ଜୁନ ! ତୁମେ ତତ୍ତ୍ୱଦର୍ଶି ଜ୍ଞାନୀମାନଙ୍କ ନିକଟକୁ ଯାଇ ସେହି…

କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀଙ୍କ ପରଲୋକ

କୋଲକାତା: ପ୍ରଖ୍ୟାତ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀଙ୍କ ମଙ୍ଗଳବାର ସନ୍ଧ୍ୟାରେ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା | ସନ୍ଧ୍ୟା ମୁଖାର୍ଜୀ ଓରଫ୍ ସନ୍ଧ୍ୟା ମୁଖୋପାଧ୍ୟାୟ ଏସଡି ବର୍ମନ, ନୌଶାଦ ଏବଂ ସଲିଲ ଚୌଧୁରୀଙ୍କ…

ଲାଲ୍ କିଲ୍ଲା ହିଂସା ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜଣାଶୁଣା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ଏକ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ମୃତ୍ୟୁ ହୋଇଯାଇଛି। ଦିଲ୍ଲୀ ନିକଟ କୁଣ୍ଡଲି ସୀମାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୀପ ସିଦ୍ଧୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ଘଟଣାଗ୍ରସ୍ତ କାରରେ ସିଦ୍ଧୁଙ୍କ ସହ ଜଣେ ମହିଳା…