ପାରମ୍ପାରିକ ଓଡ଼ିଆ ଗଣପର୍ବ ଅଇଘରା ପୁନେଇଁ ବା ଅଗୀଜଳା ପୂର୍ଣ୍ଣିମା
ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ମାଘମାସ ପୂର୍ଣ୍ଣମୀରେ ଏହି ଅଗ୍ନ୍ୟୁତ୍ସବ ସର୍ବତ୍ର ପାଳିତ ହୋଇଥାଏ। ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୁଏ। ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ…