ଓସ୍କାର ପୁରସ୍କାରରେ ଏଥର‌ ଯୋଡ଼ି ହେଲା ନୂଆ କେଟେଗୋରି ‘ଫ୍ୟାନ୍ ଫେଭରିଟ୍’, ପ୍ରଶଂସକ ବାଛିବେ ନିଜ…

ଲସ୍ ଆଞ୍ଜେଲେସ୍: ବିଶ୍ବର ସବୁଠୁ ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଓସ୍କାରରେ ଏଥର ଏକ ନୂଆ "ଫ୍ୟାନ୍ ଫେଭରିଟ୍" କେଟେଗୋରି ସାମିଲ କରାଯାଇଛି । ଟ୍ୱିଟର ୟୁଜରଙ୍କ ଭୋଟ୍ ଆଧାରରେ ବର୍ଷର ସବୁଠାରୁ ଲୋକପ୍ରିୟ ଫିଲ୍ମକୁ ଏହି ପୁରସ୍କାର ଦିଆଯିବ | ମାର୍ଚ୍ଚ ୨୭ରେ ୯୪ତମ ଓସ୍କାର ପୁରସ୍କାର ପ୍ରଦାନ…

ବାଲ୍ୟ ବିବାହ ରୋକିଲା ଜିଲ୍ଲା ସମାଜ ମଙ୍ଗଳ ବିଭାଗ

ବୌଦ୍ଧ: ସରସରା ଗ୍ରାମ ଠାରେ ଗୋଟିଏ ପରିବାରର ଦୁଇଟି ନାବାଳିକା କନ୍ୟାର ବିବାହ ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବନ୍ଦ କରାଯାଇଛି l ସୂଚନା ଅନୁସାରେ ଜନୈକ ବିଧବା ମହିଳା ନିଜର ୧୭ ବର୍ଷ ଓ ୧୪ ବର୍ଷ ବୟସର ଦୁଇ ନାବାଳିକା କନ୍ୟା ର ବିବାହ ନିମନ୍ତେ ନିର୍ବନ୍ଧ ଘର କରି ବନ୍ଧୁ ପରିଜନଙ୍କ…

କରୋନା ଅପଡେଟ୍: ଆହୁରି ଖସିଲା ସଂକ୍ରମଣ, ଦିନକରେ ୨୭,୪୦୯ ନୂଆ ମାମଲା, ୩୪୭ ମୃତ

ନୂଆଦିଲ୍ଲୀ:କରୋନାର ତୃତୀୟ ଲହର ଗତି ବର୍ତ୍ତମାନ ଭାରତରେ ତଳମୁହାଁ ହେବାରେ ଲାଗିଛି। ଆଜି କ୍ରମାଗତ ତୃତୀୟ ଦିନ ପାଇଁ ୫୦ ହଜାରରୁ କମ୍ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୭,୪୦୯ ନୂଆ କରୋନା ମାମଲା ଆସିଥିବା ବେଳେ ୩୪୭ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକ…

‘ହିଜାବ ନ ପିନ୍ଧିବାରୁ ବଳାତ୍କାର ବଢୁଛି’ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ କଂଗ୍ରେସ ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଜାମିର ଅହମ୍ମଦ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି। କାହାକୁ ଅସମ୍ମାନ କରିବା କିମ୍ବା ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ସେ ଟ୍ୱିଟ୍ କରି ଜଣାଇଛନ୍ତି। ହିଜାବ ନ…

ପୁଣି ବିବାଦରେ ଜୟନାରାୟଣ ମିଶ୍ର, ତହସିଲଦାରଙ୍କୁ ହତ୍ଯା ଧମକ ନେଇ ଥାନାରେ ଏତଲା

ସମ୍ବଲପୁର: ପୁଣି ବିବାଦରେ ବିଧାୟକ ଜୟନାରାୟଣ ମିଶ୍ର। ଏଥର ସମ୍ବଲପୁର ସଦର ତହସିଲଦାରଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ନେଇ ଥାନାରେ ଏତଲା ହୋଇଛି। ଗତ ଶନିବାର ଦିନ ସହରର ଦୁର୍ଗାପାଲି କୁସୁମପଡାରୁ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଲକ୍ଷ୍ମଣ ଅମାତ…