ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଭାରତର ସଦ୍ୟତମ ଉପଗ୍ରହ –ଇଓଏସ୦୪କୁ ନେଇ ପିଏସଏଲଭିସି୫୨ ସଫଳତାର ସହ କକ୍ଷ ପଥରେ ସ୍ଥାପନ କରିଛି । ଏଥିସହ ଅନ୍ୟ ଦୁଇ ପାସେଞ୍ଜର ସାଟେଲାଇଟକୁ ମଧ୍ୟ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ । ଏହି ସଫଳତା ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସାଂସଦ ଅଚ୍ୟୁତ ସାମନ୍ତ

ବୌଦ୍ଧ: ଜିଲ୍ଲାର ନଅ ଗୋଟି ଜୋନରେ ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ । ଶନିବାର ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ ଆସି ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଉପସ୍ଥିତିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ…

ଅତାବିରାରେ ପୃଥକ ପୃଥକ ଦୁର୍ଘଟଣା , ୩ ଗୁରୁତର

ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ମୁଖ୍ୟ ୫୩ନଂ ଜାତୀୟ ରାଜପଥ ରେ ପୃଥକ୍ ପୃଥକ୍ ଭାବରେ ଦୁଇଟି ଦୁର୍ଘଟଣା ରେଙ୍ଗାଲି କେମ୍ପ ଛକ ରେ ସ୍କୁଟି ଓ କଣ୍ଟେନର ଧକ୍କା ରେ ଜଣେ ଗୁରୁତର ହୋଇପଡ଼ିଥିବା ବେଳେ ଦୁଇ ଜଣ ବର୍ତ୍ତି ଯାଇଥିଲେ। ସୂଚନା ମତେ ଭେଡେନ ତଳିପଡ଼ାରୁ ସିଂହପାଲି ମାଙ୍ଗଳିକ…

ଆଜି ଗୋଆ, ଉତ୍ତରାଖଣ୍ଡରେ ଭୋଟ୍; ଉତ୍ତର ପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଆଜି ସକାଳ ୭ ଟାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୯ଟି ଜିଲ୍ଲାର ୫୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏହାଛଡ଼ା ଆଜି ଗୋଆର ୪୦ ଟି ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର ସମସ୍ତ ୭୦ ଟି ବିଧାନସଭା ଆସନରେ…