ନନ୍ଦକିଶୋର : ଓଡିଶା ମହିଳା ଫୁଟବଲ୍‌ର କିମ୍ବଦନ୍ତୀ ପୁରୁଷ

ବିଜନ କୁମାର ମହାପାତ୍ର ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ସହ ଓଡିଶା କ୍ରୀଡା ଜଗତରେ ଏକ ଯୁଗର ଅବସାନ ହୋଇଛି । କୋଭିଡ ସହ ସଂଘର୍ଷରେ ହାରିଯାଇଛନ୍ତି ନନ୍ଦକିଶୋର । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମହିଳା ଫୁଟବଲ୍ ତାରକା ସୃଷ୍ଟି କରି ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ନନ୍ଦକିଶୋର…

ମେ ମାସ ଲକଡାଉନରେ ରାଜ୍ୟରେ ବଢିଛି ସାଇବର କ୍ରାଇମ

ଭୁବନେଶ୍ୱର- ଗତ ମେ ମାସରେ ଲକଡାଉନ ବେଳେ ସାଇବର କ୍ରାଇମ ବଢିଛି । ମେ ମାସରେ ରାଜ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଠକେଇ ହୋଇଛି । କେବଳ ଭୁବନେଶ୍ୱରରେ ୭୦ ଲକ୍ଷ ୭୮ ହଜାର ଟଙ୍କା ଠକିଛନ୍ତି ସାଇବର ଅପରାଧୀ । ଠକଙ୍କଠାରୁ ୧୨ ଲକ୍ଷ ୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ…

ନୂଆପଡ଼ାରେ ନିୟନ୍ତ୍ରଣକୁ ଆସିଲା କରୋନା, ଲକଡାଉନରେ ସାମାନ୍ୟ କୋହଳ

ନୂଆପଡା : ଦ୍ବିତୀୟ ଲହରରେ ଛତିଶଗଡ ରାଜ୍ୟର ଅନ୍ୟତମ ହଟସ୍ପଟରେ ପରିଣତ ହୋଇଥିଲା । ଆଉ ଛତିଶଗଡ ପାଇଁ ହିଁ ସାରା ପଶ୍ଚିମ ଓଡିଶାରେ ସଂକ୍ରମଣ ବେକାବୁ ସ୍ଥିତିକୁ ଆସିଥିଲା । ବିଶେଷ କରି ଛତିଶଗଡ଼ ସୀମାନ୍ତରେ ଥିବା ଜିଲ୍ଲା ଗୁଡିକର ସ୍ଥିତି ଅଧିକ ବିପନ୍ନ ହୋଇଥିଲା । ତେବେ , ସଫଳ ରଣନୀତି ଏବଂ…

କୋଭିଡରେ ଆଖି ବୁଜିଲେ ବେଲଗୁଣ୍ଠା ବ୍ଲକ୍ ଉଡରା ସରପଂଚ ଟୁକୁନା ସାମଲ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଉଡରା ସରପଂଚ ଟୁକୁନା ସାମଲଙ୍କ ପରଲୋକ ହୋଇଯାଇଛି । ସେ କିଛି ଦିନ ହେବ କୋରୋନାରେ ଆକ୍ରାନ୍ତ ଥିଲେ । ବ୍ରହ୍ମପୁର ଟାଟା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ ଟୁକୁନା । ୧୫ ଦିନ ତଳେ ଅକ୍ସିଜେନ ସ୍ତର ହ୍ରାସ ହେବାରୁ ଟୁକୁନାଙ୍କୁ ପ୍ରଥମେ…

କରୋନା ଷ୍ଟ୍ରେନ୍ ନାମକରଣ ନିୟମରେ ପରିବର୍ତ୍ତନ, ଭାରତରେ ଠାବ ଷ୍ଟ୍ରେନ୍ ‘ଡେଲ୍‌ଟା’ଓ ‘କପ୍ପା’ ଭାବେ ଜଣାଯିବ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଚିହ୍ନଟ କୋଭିଡ୍‌-୧୯ ଷ୍ଟ୍ରେନ୍ ନାମକରଣ ନିୟମରେ ପରିବର୍ତ୍ତନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) । ଭାରତରେ ପ୍ରଥମେ ଠାବ ହୋଇଥିବା କରୋନା ଭାରିଆଣ୍ଟ୍ ବି.୧.୬୧୭.୧କୁ ଏବେ ‘କପ୍ପା’ ଏବଂ ବି.୧.୬୧୭.୨କୁ ‘ଡେଲ୍‌ଟା’ କୁହାଯିବ । ସେହିପରି…

ଆଜିଠୁ ଦେଶରେ ବଦଳିଯିବ ସାତ ନିୟମ, ସାଧାରଣ ଲୋକଙ୍କ ବଜେଟ୍ ଉପରେ ପଡ଼ିବ ପ୍ରଭାବ, କଣ ଏହି ସବୁ ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଠାରୁ ଅର୍ଥାତ୍ ୧ ଜୁନ୍ ୨୦୨୧ରୁ ଦେଶରେ ସାତୋଟି ବଡ ପରିବର୍ତ୍ତନ ହେବ, ଯାହା ସାଧାରଣ ଲୋକଙ୍କ ବଜେଟ୍ ଉପରେ ସିଧା ପ୍ରଭାବ ପକାଇପାରେ। ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ ଆରମ୍ଭ କରି ବିମାନ ଭଡା, ବ୍ୟାଙ୍କ ଅଫ୍ ବରୋଦାର ଚେକ୍ ପେମେଣ୍ଟ, ଗୁଗୁଲ୍ ଫଟୋର ଅନଲିମିଟେଡ୍ ଷ୍ଟୋରେଜ୍…

ଏପ୍ରିଲ ୯ପରେ ଭାରତରେ ସବୁଠୁ କମ୍ ମାମଲା, ଆଉ ୧.୨୭ ଲକ୍ଷ ସଂକ୍ରମିତ ଚିହ୍ନଟ, ତିନି ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । କ୍ରମାଗତ ଭାବେ ସଂକ୍ରମଣ ଖସୁଛି । ଗତ ୨୪ ଘଣ୍ଟାରେ ଆଉ ମାତ୍ର ୧ ଲକ୍ଷ ୨୭ ହଜାର ୫୧୦ ନୂଆ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ ୯ ପରେ ଭାରତରେ ସବୁଠୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଦିନ ଦେଶରେ ୧ ଲକ୍ଷ ୨୬…