ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟ ବିରୋଧରେ ଦୁର୍ନୀତି ଅଭିଯୋଗ, ଦୁଇ କୋଟି ମୂଲ୍ୟର ଜମିକୁ ୧୮ କୋଟିରେ କିଣାଯାଇଛି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଟ୍ରଷ୍ଟ ବିରୋଧରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଓ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ପବନ ପାଣ୍ଡେ ରାମଜନ୍ମଭୂମି ଟ୍ରଷ୍ଟ ବିରୋଧରେ ଏହି…

ଫ୍ରିଜ୍ ହେଲା ଗୌତମ ଆଦାନୀଙ୍କ ୪୩‌ ହଜାରରୁ ଉର୍ଦ୍ଧ୍ବ କୋଟି ଟଙ୍କାର ସେୟାର

ନୂଆଦିଲ୍ଲୀ: ଉଦ୍ୟୋଗପତି ଗୌତମ ଆଦାନୀଙ୍କ ପ୍ରାୟ ୪୩ ହଜାରରୁ ଉର୍ଦ୍ଧ୍ବ କୋଟି ଟଙ୍କାର ସେୟାର ଫ୍ରିଜ୍ କରାଯାଇଛି । ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (ଏନ୍ଏସଡିଏଲ୍) ତିନୋଟି ବିଦେଶୀ ଫଣ୍ଡ୍ ଆଲବଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ ଏପିଏମ୍ଏସ୍ ଇନଭେଷ୍ଟମେଣ୍ଟ ଫଣ୍ଡର…

ରାଜ୍ୟପାଳଙ୍କ ରଜ ଶୁଭେଚ୍ଛା

ଭୁବନେଶ୍ୱର- ରଜ ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରଜ ଓଡିଶାର ସାଂସ୍କୃତିକ ଗଣପର୍ବ ବୋଲି କହିଛନ୍ତି ରାଜ୍ୟପାଳ । ସବୁ ଓଡିଶାବାସୀ ବିଶେଷ କରି ମା ଓ ଝିଅମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ । ସାଂପ୍ରତିକ ପରିସ୍ଥିତିରେ…