ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପହଞ୍ଚାଇ ପୁରସ୍କୃତ ହେଲେ ସ୍ବେଛାସେବୀ

ବରଗଡ଼: ଦୁର୍ଘଟଣା ଜନିତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପହଞ୍ଚାଇ ଗୂଡ଼ ସମରୀଟିଏନ ପୁରସ୍କାର ପାଇଲେ ଦୁଇ ଯୁବକ । ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆଜି ଦୁଇ ଜଣ ଯୁବକଙ୍କୁ ଗୁଡ଼ ସାମରୀଟିଏନ ପୁରସ୍କାର ପ୍ରଦାନ କରାଯାଇଛି । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଙ୍କୁ ଆପତ୍ତକାଳୀନ…