କରୋନା ଅପଡେଟ୍: ମନ୍ଥର ପଡ଼ିଲା ତୃତୀୟ ଲହର ଗତି, ଦିନକରେ ଆଉ ୩୪,୧୧୩ ନୂଆ ମାମଲା

ନୂଆଦିଲ୍ଲୀ:ଦେଶରେ କରୋନା ତୃତୀୟ ଲହର ଗତି ବର୍ତ୍ତମାନ କ୍ରମାଗତ ଭାବରେ ମନ୍ଥର ପଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ମାତ୍ର ୩୪,୧୧୩ ନୂଆ ମାମଲା ଆସିଛି। ଦିନକରେ ଏହି ରୋଗରେ ୩୪୬ ଜଣ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ରବିବାର ୪୪,୮୭୭ ନୂଆ କରୋନା ଆସିବା ପରେ ମୋଟ ମାମଲା ୪…

ଅବକାରୀ ବିଭାଗର ଚଢ଼ାଉ, ବ୍ୟାପକ ଗଞ୍ଜେଇ ଜବତ

ପଦ୍ମପୁର: ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପଦ୍ମପୁର ଅବକାରୀ ଅଧିକାରୀ ହେମକାନ୍ତ ସୁନା କୌଣସି ସୂତ୍ରରୁ ପାଇଥିଲେ । ଏନେଇ ବିଭାଗ ପକ୍ଷରୁ ପଦ୍ମପୁର ରାସ୍ତାର ବାଦୀମାଲ ଛକରେ ଚଢ଼ାଉ କରିଥିଲେ । ତେବେ ଡ୍ରାଇଭରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ବିଭାଗ ପକ୍ଷରୁ ଗଞ୍ଜେଇ ସହ…

ବର୍ଷର ପ୍ରଥମ ଲଞ୍ଚ୍ ମିଶନରେ ଇସ୍ରୋ ସଫଳ, ମହାକାଶକୁ ଉତକ୍ଷେପଣ କଲା ରାଡାର ଇମେଜିଙ୍ଗ ଉପଗ୍ରହ ଇଓଏସ୍-୦୪

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ସକାଳ ୫.୫୯ ରେ ଦୁଇଟି ଛୋଟ ସାଟେଲାଇଟ୍ ସହିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନିଜର 'ରାଡାର ଇମେଜିଙ୍ଗ ସାଟେଲାଇଟ୍' ଇଓଏସ୍-୦୪କୁ ମହାକାଶକୁ ଉତକ୍ଷେପଣ କରିଛି | ପୋଲାର ସାଟେଲାଇଟ୍ ଲଞ୍ଚ…

ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଭାରତର ସଦ୍ୟତମ ଉପଗ୍ରହ –ଇଓଏସ୦୪କୁ ନେଇ ପିଏସଏଲଭିସି୫୨ ସଫଳତାର ସହ କକ୍ଷ ପଥରେ ସ୍ଥାପନ କରିଛି । ଏଥିସହ ଅନ୍ୟ ଦୁଇ ପାସେଞ୍ଜର ସାଟେଲାଇଟକୁ ମଧ୍ୟ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ । ଏହି ସଫଳତା ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସାଂସଦ ଅଚ୍ୟୁତ ସାମନ୍ତ

ବୌଦ୍ଧ: ଜିଲ୍ଲାର ନଅ ଗୋଟି ଜୋନରେ ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ । ଶନିବାର ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ ଆସି ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଉପସ୍ଥିତିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ…