ଭିନ୍ନକ୍ଷମତା ହାର ମାନିଛି, ସାଜିଛନ୍ତି ଆଶାର ପ୍ରତୀକ

ଏମିତି ତ ଅନେକ କୋଭିଡ୍ ଯୋଦ୍ଧା ମହାମାରୀ ବିରୋଧୀ ସଂଗ୍ରାମରେ ନିଜକୁ ନିୟୋଜିତ କରିଛନ୍ତି। ତେବେ ସେମାନଙ୍କୁ ମଧ୍ୟରୁ କିଛି ଜଣ ଅଛନ୍ତି ଯେଉଁମାନେ ଅନ୍ୟପାଇଁ ପ୍ରେରଣାଦାୟୀ ସାଜିଛନ୍ତି। ବିଭିନ୍ନ କାରଣରୁ ସେମାନେ ଅନ୍ୟ ଠାରୁ ନିଆରା ଭାବେ ପରିଗଣିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ଚିକିଟି…

ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ : ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ…

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ପକ୍ଷରୁ ୨ଟି ଜାଗାର ସର୍ଭେ

ଭୁବନେଶ୍ୱର- ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ-ଏଏଆଇ ର ବୈଷୟିକ କମିଟି ପକ୍ଷରୁ ସର୍ଭେ କରାଯାଇଛି । ସର୍ଭେରେ ଦିଲ୍ଲୀର ୪ ଓ ଭୁବନେଶ୍ୱରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ସାମିଲ ହୋଇଥିଲେ । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଏବଂ ସିପସରୁବାଲି ଅଂଚଳର…

ଦେଶଦ୍ରୋହ ମାମଲା: ଗିରଫଦାରୀରୁ ସୁଲତାନାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

ଥିରୁଭନନ୍ତପୁରମ: ଦେଶଦ୍ରୋହ ମାମଲାରେ ଫିଲ୍ମ ନିର୍ମାତା ଆୟେଶା ସୁଲତାନାଙ୍କୁ କେରଳ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ତାଙ୍କ ଗିରଫ ଉପରେ ଏକ ସପ୍ତାହ ପାଇଁ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଅଶୋକ ମେନନଙ୍କ ଜଣିକିଆ ଖଣ୍ଡପୀଠ ସୁଲତାନାଙ୍କୁ ଏହି ମାମଲାର ତଦନ୍ତରେ ସହଯୋଗ କରିବା…

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ, ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା ସାମିଲ

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ହକି ଇଣ୍ଡିଆ ଗୁରୁବାର ୧୬ ଜଣିଆ ମହିଳା ହକି ଦଳ ଘୋଷଣା କରିଛି । ଏଥିରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପଗ୍ରେସ୍ ଏକ୍କା ସ୍ଥାନ ପାଇଛନ୍ତି । ଦଳରେ ୮ ଅଲିମ୍ପିକ୍ ଡେବୁଟାଣ୍ଟ୍ ଅଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ…