ଆଇପିଏଲ୍ ନିଲାମ: ଇଂଲଣ୍ଡ ଖେଳାଳି ଲିଭିଙ୍ଗଷ୍ଟୋନଙ୍କୁ ୧୧.୫୦ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ, ୪ କୋଟିରେ ଚେନ୍ନାଇ…

ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୨ ପାଇଁ ମେଗା ନିଲାମ ଚାଲିଛି | ମେଗା ନିଲାମର ଦ୍ୱିତୀୟ ଦିନରେ ମଧ୍ୟ ଅନେକ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଇଂଲଣ୍ଡର ସ୍ପିନ୍ ଅଲରାଉଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ୧୧.୫୦ କୋଟିରେ ବିକ୍ରି ହୋଇଛନ୍ତି | ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଓଡିଆନ…

ପଂଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଏଜେଂଟ୍ ଯଦି ଭୋଟରଙ୍କ ପରିଚୟ ଉପରେ ସନ୍ଦେହ କରନ୍ତି, ତାହା ହେଲେ ତଦନ୍ତ କରାଯିବ । ୨ ଟଙ୍କା ଫି’ ପୈଠ କରି ଅଭିଯୋଗ କରିପାରିବେ ଏଜେଂଟ୍ । ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ…

ଦେଶର ସବୁଠୁ ବଡ଼ ବ୍ୟାଙ୍କିଙ୍ଗ୍ ସ୍କାମର ପର୍ଦ୍ଦାଫାସ୍, ୨୨,୮୪୨ କୋଟି ଠକେଇ ଅଭିଯୋଗରେ ଏବିଜି ସିପିୟାର୍ଡ ଲିମିଟେଡ୍ ଓ…

ନୂଆଦିଲ୍ଲୀ: ପିଏନବି ସ୍କାମ୍ ଠାରୁ ଆହୁରି ବଡ଼ ଏକ ବ୍ୟାଙ୍କିଙ୍ଗ୍ ଦୁର୍ନୀତିର ପର୍ଦ୍ଦାଫାସ୍ ହୋଇଛି । ସିବିଆଇ ୨୨,୮୪୨ କୋଟି ଠକେଇ ଅଭିଯୋଗରେ ଏବିଜି ସିପିୟାର୍ଡ ଲିମିଟେଡ୍ ଏବଂ ଏହାର ତତ୍କାଳୀନ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଋଷି କମଲେଶ ଅଗ୍ରୱାଲଙ୍କ ବିରୋଧରେ ମାମଲା ରୁଜୁ…