ଗିରଫ ହେଲେ କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର

ଭୁବନେଶ୍ୱର- ସୁନ୍ଦରଗଡର କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି । ଦୁଇ ଦିନ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରି ବିପୁଳ ପରିମାଣର କଳାଟଙ୍କା ଠାବ କରିଥିଲା । ବିଶ୍ୱଜିତଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ…

ବରଗଡ଼ର ବିଭିନ୍ନ ଏଫସିଆଇ ଗୋଦାମରେ ଦିଲ୍ଲୀ ଟିମର ନମୁନା ସଂଗ୍ରହ ଜାରି

ବରଗଡ଼ର: ଦିଲ୍ଲୀରୁ ଆସିଥିବା ଏଫ୍‌ସି ଆଇ ବରଗଡ଼ ଜିଲ୍ଲାରେ ଟିମ୍ ଆଜି ପହଞ୍ଚି କେନ୍ଦ୍ରୀୟ ବିଭିନ୍ନ ଓଏସ୍ଏସ୍‌ଡବ୍ଲୁ ଆରଆରସି ଗୋଦାମକୁ ଯାଇ ଯାଞ୍ଚ କରିଛନ୍ତି । ଭାରତ ସରକାରଙ୍କ ଖାଦ୍ୟ ମନ୍ତ୍ରାଳୟର ଆସିଷ୍ଟାଣ୍ଡ ଡାଇରେକ୍ଟର ପ୍ରୀତି ଶୁକ୍ଳାଙ୍କ ନେତୃତ୍ଵରେ ୧୨ରୁ ଅଧିକ ସଂଖ୍ୟକ ଅଧିକାରୀଙ୍କ…

ରାୟଗଡା ଜିଲ୍ଲାରେ ୫ ନକଲି ନକ୍ସଲ ଗିରଫ

ରାୟଗଡା- ରାୟଗଡା ଜିଲ୍ଲାରେ ୫ ଜଣ ନକଲି ନକ୍ସଲଙ୍କୁ ଗିରଫ କରାଯାଇଛି । ଠିକା କ୍ୟାମ୍ପରେ ଆକ୍ରମଣ ଓ ପୋଡାଜଳା ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତମାସ ୨୧ ତାରିଖରେ ୫ ଅଭିଯୁକ୍ତ କଲ୍ୟାଣସିଂହପୁର ଥାନା ବୁଡାଗୁଡା ଗାଁରେ ଥିବା ଠିକା କ୍ୟାମ୍ପ…

କରୋନା ଅପଡେଟ୍: ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୪,୮୭୭ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଗତକାଲି ତୁଳନାରେ ଏହା ୧୧% କମ୍ । ଦିନକରେ ଆଉ ୬୮୪ ଲୋକଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ଏହି ମହାମାରୀରେ ପ୍ରାଣ ହରାଇଥିବା ମୋଟ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୬୬୫କୁ ବୃଦ୍ଧି ପାଇଛି। ଦେଶବ୍ୟାପୀ…

ରାଜ୍ୟରେ ୧୧୪୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୧୪୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୬୯ ଓ ସ୍ଥାନୀୟ ଅଂଚଳରୁ ୪୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୨୪୪ । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୫୩, ସୁନ୍ଦରଗଡରୁ ୧୨୭, ଅନୁଗୁଳରୁ ୯୪, କଟକରୁ ୬୫,…

ରାଜ୍ୟରେ ଆଉ ୨୨ ଜଣଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ସଂକ୍ରମଣ କମୁଛି । କିନ୍ତୁ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ଆଉ ୨୨ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୮୮୪ରେ ପହଂଚିଛି । ବାଲେଶ୍ୱରରେ ସର୍ବାଧିକ ୮, ସୁନ୍ଦରଗଡରେ ୪, ଗଞ୍ଜାମରେ ୩,…