ଆହୁରି ଖସିଲା ସଂକ୍ରମଣ, ଦେଶରେ ଆଉ ଲକ୍ଷେ ନୂଆ ମାମଲା, ୨୪୨୭ ମୃତ

ନୂଆଦିଲ୍ଲ: ଭାରତରେ କରୋନା ଦ୍ୱିତୀୟ ଲହରୀର ତୀବ୍ରତା କ୍ରମାଗତ କମି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ କେବଳ ୧ ଲକ୍ଷ ୬୩୬ ମାମଲା ସାମ୍ନାକୁ ଆସିଛି । ୬୧ ଦିନ ପରେ ସବୁଠୁ କମ୍ ମାମଲା ରିପୋର୍ଟ କରାଯାଇଛି । ଦିନକରେ ଏହି ଘାତକ ରୋଗରେ ଆଉ ୨୪୨୭ ରୋଗୀଙ୍କ ମୃତ୍ୟୁ ହୋଇଛି । ଆଉ ୭୪ ହଜାର…

ଆଶ୍ବସ୍ତ ହେଲେ ବସନ୍ତପୁର ଅଞ୍ଚଳର ଚାଷୀ ଆରମ୍ଭ ହେଲା ପଞ୍ଜିକରଣ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକର ବସନ୍ତପୁର ପଞ୍ଚାୟତବାସୀଙ୍କ ଧାନ ବିକ୍ରି କରିବା ନେଇ ଥିବା ସବୁ ସମସ୍ୟାର ସମାଧାନ ହୋଇଛି । ଏହି ସମଗ୍ର ପଞ୍ଚାୟତର ଜମି ଜଳସଂପଦ ବିଭାଗ ଅଧୀନରେ ଥିବାରୁ ଏମାନଙ୍କ ପଞ୍ଜିକରଣରେ ସମସ୍ୟା ଉପୁଜିଥାଏ । ଏବର୍ଷ ମଧ୍ୟ ଏଠିକାର ଚାଷୀ ପଞ୍ଜିକରଣ…

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଖାଦ୍ୟ ସୁରକ୍ଷା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟବାହିତ ରୋଗ ଓ ସ୍ୱାସ୍ଥ୍ୟକର ଜୀବନଯାପନ ପାଇଁ ଖାଦ୍ୟ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମାଜର ଦୁର୍ବଳ ଓ ନିଷ୍ପେସିତ ବର୍ଗଙ୍କ ପାଇଁ…

ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୫୦ ମୃତ

କରାଚି: ପଡୋଶୀ ଦେଶ ପାକିସ୍ତାନରେ ଆଜି ଭୋର୍ ରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ପାକିସ୍ତାନର ଘୋଟକିରେ ଥିବା ରେତୀ ଏବଂ ଡାହାର୍କି ରେଳ ଷ୍ଟେସନ ମଧ୍ୟରେ ମିଲ୍ଲତ ଏକ୍ସପ୍ରେସ ସହିତ ସର୍ ସୟଦ ଏକ୍ସପ୍ରେସ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର…

୪ଟି ଜିଲ୍ଲାରେ ବାତ୍ୟା କ୍ଷୟକ୍ଷତି ଆକଳନ କରିବ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର- ବାତ୍ୟା ୟାଶ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଆକଳନ କରିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶା ଆସିଛି । ଦଳରେ ୪ ଓଡିଆ ଅଫିସର ଅଛନ୍ତି । କେନ୍ଦ୍ରୀୟ ଟିମ୍ ଆଜି ଓ ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ,…

କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଘରକୁ ଯୋଗାଇଦିଆଯିବ ଅକ୍ସିଜେନ କନସେନଟ୍ରେଟର : ୫ଟି ସହରରେ ସେବାର ଶୁଭାରମ୍ଭ

ଭୁବନେଶ୍ୱର- କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ଘରେ ଘରେ ଅକ୍ସିଜେନ କନସେନଟ୍ରେଟର ପହଂଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁର ସହରରେ ଏହି ସେବାର ଶୁଭାରମ୍ଭ…