ଭାରତର ହିଜାବ ବିବାଦ ଏବେ ଆନ୍ତର୍ଜାତୀୟ ପ୍ରସଙ୍ଗ, ଫ୍ରାନ୍ସର ଫୁଟବଲ ଷ୍ଟାର୍ ପୋଗବା ସେୟାର କଲେ କର୍ଣ୍ଣାଟକ କଲେଜର…

ନୂଆଦିଲ୍ଲୀ: ଧାର୍ମିକ ପୋଷାକ ହିଜାବକୁ ନେଇ କର୍ଣ୍ଣାଟକର ସ୍କୁଲ ଏବଂ କଲେଜଗୁଡ଼ିକରେ ବିବାଦ ଲାଗି ରହିଛି | ଭାରତରେ ଏହା ଉପରେ ରାଜନୀତି ଆରମ୍ଭ ହୋଇଥିବା ବେଳେ କର୍ଣ୍ଣାଟକର ହିଜାବ ବିବାଦ ଏବେ ଆନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି। ମଞ୍ଚେଷ୍ଟର ୟୁନାଇଟେଡ୍ ପାଇଁ ଖେଳୁଥିବା ଫ୍ରାନ୍ସ ଫୁଟବଲର୍…

ଗଞ୍ଜାମ ଜିଲ୍ଲାରେ ୨୨ ପିଙ୍କ୍ ବୁଥ୍: ନିୟୋଜିତ ହେବେ କେବଳ ମହିଳା କର୍ମଚାରୀ

ଛତ୍ରପୁର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଜିଲ୍ଲାର ସମସ୍ତ ୨୨ଟି ବ୍ଲକ୍‌ରେ ଗୋଟିଏ ଲେଖାଏଁ ତଥା ମୋଟରେ ୨୨ଟି ପିଙ୍କ୍ ବୁଥ୍ ସ୍ଥାପନ କରାଯିବ। ସମ୍ପୃକ୍ତ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଏ ବାବଦରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଙ୍କ୍…

ପଞ୍ଚସଖା ଯୁଗର ଅନନ୍ୟ ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ, ଆବିର୍ଭାବ ତିଥି ଅଵସରରେ

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ…

ଗୀତା ମାହାତ୍ମ୍ୟ: ଅପାନେ ଜୁହ୍ବତି ପ୍ରାଣମ ପ୍ରାଣେ ଅପାନଂ ତଥାପରେ। ପ୍ରାଣାପାନଗତି ରୁଦ୍ଧ ପ୍ରଣାୟମ ପରାୟଣ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : - ଅପାନେ ଜୁହ୍ବତି ପ୍ରାଣମ ପ୍ରାଣେ ଅପାନଂ ତଥାପରେ। ପ୍ରାଣାପାନଗତି ରୁଦ୍ଧ ପ୍ରଣାୟମ ପରାୟଣ।। ହେ ଅର୍ଜ୍ଜୁନ ! ଅନ୍ୟ କେତେକ ଯୋଗୀ ଅପାନ ବାୟୁରେ ପ୍ରାଣବାୟୁକୁ ଯଜ୍ଞ କରନ୍ତି, ସେହିପରି…