ସମଲେଶ୍ୱରୀ ଦୁଗ୍ଧ ସଂଘର ଡେପୁଟି ମ୍ୟାନେଜରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଫସିଥିବା ସମଲେଶ୍ୱରୀ ଦୁଗ୍ଧ ସଂଘର ଡେପୁଟି ମ୍ୟାନେଜରଙ୍କ ବିପୁଳ ପରିମାଣର ସଂପତ୍ତି ଠାବ କରାଯାଇଛି । କିଶୋର ନାୟକଙ୍କ ଘରେ ଚଢାଉ ପରେ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଛି ଭିିଜିଲାନ୍ସ । ଗୋଟିଏ ବହୁତଳ ପ୍ରାସାଦ, ଫ୍ଲାଟ ଓ ୩ଟି ପ୍ଲଟ ଠାବ…

ନୂଆ ନିର୍ଦ୍ଦେଶନାମା :ଆସନ୍ତା ୧୪ରୁ ଖୋଲିବ ସ୍କୁଲ୍‌, କିନ୍ତୁ ୨୮ରୁ ଆରମ୍ଭ ହେବ କ୍ଲାସରୁମ ପଢା

ଭୁବନେଶ୍ୱର- ପୂର୍ବ ନିଷ୍ପତ୍ତି କ୍ରମେ ଆସନ୍ତା ୧୪ ତାରିଖରୁ ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣା ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କିନ୍ତୁ ପିଲାମାନେ ୨୮ ତାରିଖରୁ ହିଁ ସ୍କୁଲ ଆସିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ନେଇ ଗଣଶିକ୍ଷା…

ସମୀରଙ୍କ ଗସ୍ତରେ ଜୟଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା, ଥମିନି ୫ ବର୍ଷ ତଳର ବିବାଦ!

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ହୋଇଉଠିଲାଣି। ମତଦାନ ପାଇଁ ହାତରେ ଆଉ ମାତ୍ର ୫ ଦିନ ବାକି ରହିଲା। ଭୋଟରଙ୍କୁ ମନେଇବାକୁ ସବୁ ପ୍ରାର୍ଥୀ ଏବଂ ରାଜନୈତିକ ଦଳ ସବୁ ବଳ ଜୁଟାଇ ଦେଲେଣି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ ବିଜେପି ବି ପୁଣି ଥରେ ପରିଷଦ ଗଠନ…

ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮% ମତଦାନ, ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି | ପ୍ରଥମ ପର୍ଯ୍ୟାୟରେ ଗୁରୁବାର ରାଜ୍ୟର ୧୧ଟି ଜିଲ୍ଲାର ୫୮ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଶାମଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମେରଟ୍, ବାଗପାଟ, ଗାଜିଆବାଦ, ବୁଲନ୍ଦସହର, ଅଲିଗଡ, ମଥୁରା…