ତୃତୀୟ ଟେଷ୍ଟରେ ଭାରତ ୭ ଓ୍ବିକେଟରେ ହାରିଲା, ଦକ୍ଷିଣ ଆଫ୍ରିକା ୨-୧ରେ ସିରିଜ୍ ବିଜୟୀ

କେପଟାଉନ: ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ୱିକେଟରେ ହରାଇ ଦେଇଛି। ଏଥିସହ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି । ଭାରତ ପ୍ରଦତ୍ତ ୨୧୨ ରନ୍‌ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ଆଜି ଚତୁର୍ଥ ଦିବସର ଲଞ୍ଚ୍ ବିରତି ପରେ ମାତ୍ର ୩ ୱିକେଟ୍…

“ତୁମେ ଯୁବପିଢିର ଆଦର୍ଶ ହୋଇପାରିବ ନାହିଁ”, ଏପରି ଆଚରଣ ପାଇଁ କୋହଲିଙ୍କ ଉପରେ ବର୍ଷିଲେ ଗମ୍ଭୀର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ସମୟରେ ଡିଆରଏସ୍ ନିଷ୍ପତ୍ତି ଉପରେ ବିରାଟ କୋହଲିଙ୍କ ପ୍ରତିକ୍ରିୟାକୁ ପୂର୍ବତନ ଓପନର୍ ଗୌତମ ଗମ୍ଭୀର ସମାଲୋଚନା କରିଛନ୍ତି । କୋହଲିଙ୍କ ଏପରି ଆଚରଣକୁ ଅପରିପକ୍ୱତାର ପରିଚୟ ବୋଲି କହିଛନ୍ତି ଗମ୍ଭୀର। ସେ କୋହଲିଙ୍କୁ ଭର୍ତ୍ସନା କରି…

ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରୁ ଆଇଇଡି ଜବତ କଲା ପୋଲିସ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରେ ଏକ ପରିତ୍ୟକ୍ତ ବ୍ୟାଗ୍ ରୁ ବୋମା ଜବତ କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କ ସୂଚନା ଅନୁଯାୟୀ ବ୍ୟାଗରେ ଆଇଇଡି ଥିଲା ଏବଂ ଏହାକୁ ନିଷ୍କ୍ରିୟ କରାଯାଇଛି । ଖବର ଅନୁଯାୟୀ, ଉକ୍ତ ବ୍ୟାଗ୍…