ବିଷ୍ଣୁଙ୍କ ଅତିପ୍ରିୟ ପୁତ୍ରଦା ଏକାଦଶୀ। କାମନାର୍ଥୀଙ୍କୁ ପ୍ରାପ୍ତ ହୋଇଥାଏ ସୁପୁତ୍ର

ପୌଷମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡେ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ ରହିଛି । ଭଗବାନ୍ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ…

ଗୀତା ମାହାତ୍ମ୍ୟ: ଏବଂ ବୁଦ୍ଧେ ପରଂ ବୁଦ୍ଧା ସଂସ୍ତଭ୍ୟାତ୍ମାନମାତ୍ମାନ। ଜହିଶତୃମ ମହାବାହୋ କାମରୂପମ ଦୁରାସଦମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ଏବଂ ବୁଦ୍ଧେ ପରଂ ବୁଦ୍ଧା ସଂସ୍ତଭ୍ୟାତ୍ମାନମାତ୍ମାନ। ଜହିଶତୃମ ମହାବାହୋ କାମରୂପମ ଦୁରାସଦମ।। ହେ ଅର୍ଜ୍ଜୁନ ! ଏପରି…

ସାଇନାଙ୍କ ଉପରେ ଆପତ୍ତିଜନକ ଟୁଇଟ୍ ପାଇଁ କ୍ଷମା ମାଗିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର୍ ସାଇନା ନେହୱାଲଙ୍କ ଉପରେ ଆପତ୍ତିଜନକ ଟୁଇଟ୍ କରି ଚାରିଆଡୁ ସମାଲୋଚିତ ହେବା ପରେ ଅଭିନେତା ସିଦ୍ଧାର୍ଥ ଶେଷରେ ସାଇନାଙ୍କୁ କ୍ଷମା ମାଗିଛନ୍ତି। ସୋସିଆଲ ମିଡିଆରେ ଏକ ଖୋଲା ଚିଠି ପୋଷ୍ଟ କରି ସେ ତାଙ୍କ ଭୁଲ୍ ମାନିଛନ୍ତି। ସିଦ୍ଧାର୍ଥ ଲେଖିଛନ୍ତି, 'ମୋର…

ତୃତୀୟ ଟେଷ୍ଟ: ବୁମରାଙ୍କୁ ୫ ୱିକେଟ୍‌, ଦକ୍ଷିଣ ଆଫ୍ରିକା ୨୧୦ରେ ଅଲଆଉଟ୍‌, ଭାରତ ୭୦ ରନରେ ଆଗୁଆ

କେପ୍ ଟାଉନ୍‌: ପେସ୍ ବାହିନୀର ପୁଣି ଘାତକ ପ୍ରଦର୍ଶନ ବଳରେ ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଇନିଂସ୍ ଅଗ୍ରଣୀ ହାସଲ କରିଛି । ଯଶପ୍ରୀତ ବୁମରା ୫ ୱିକେଟ୍ ସଫଳତା ପାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୧୦ ରନ୍ କରି ଅଲଆଉଟ୍ ହୋଇଛି । ଫଳରେ ଭାରତ ୧୩ ରନରେ ଅଗ୍ରଣୀ ହାସଲ…